ମାଂଜୋ କଣ?

ସୁସ୍ଥ ଏବଂ ପ୍ରଚୁର କପାକୁ ସୁନିଶ୍ଚିତ କରିବା ସମୟରେ, କପା ଚାଷୀମାନେ ସର୍ବଦା ପ୍ରାୟତଃ ଧଳା ମାଛିଙ୍କ ଉପଦ୍ରବର ସମ୍ମୁଖୀନ ହୋଇଥାନ୍ତି।

କପା ଫସଲ ଉପରେ ଧଳା ମାଛିଙ୍କ ଆକ୍ରମଣ ସମସ୍ୟାକୁ ଦୂର କରିବା ପାଇଁ, ସୁମିମୋଟୋ ଉପସ୍ଥାପନ କରୁଛି ଏକ ନୂତନ, ଅଭିନବ ତଥା ପ୍ରଭାବୀ ସମାଧାନ - ମାଂଜୋ

ମାଂଜୋ ଏକ କଣ୍ଟାକ୍ଟ ଓ ସିଷ୍ଟ୍ରେମିକ୍ କୀଟନାଶକ ଅଟେ। ମାଜେ ର ଗୋଟିଏ ସ୍ତେ ଧଳାମାଛି, ଥିସ, ଜାସିଡ୍ ଓ ଏଫିଡ୍ ଭଳି ଶୋଷକ କୀଟଙ୍କୁ ନିୟନ୍ତ୍ରଣ କରିଥାଏ। ମାଜୋ ଦୁଇଟି କୀଟନାଶକର ଏକ ସର୍ବୋପଯୁକ୍ତ ସମିଶ୍ରଣ ଅଟେ।

ମାଂଜୋ ଧଳା ମାଛି ଓ ତାହାର ପ୍ରଜାତିକୁ ନିୟନ୍ତ୍ରଣ କରିବାର ଏକ ପ୍ରଭାବୀ ସମାଧାନ ଅଟେ।


Sumitomo Manzo Pack shot and icon

ଧଳା ମାଛି ଓ ନିମ୍ପ ବା ଅବିକଶିତ କୀଟଗୁଡ଼ିକ ପତ୍ରରୁ ରସ ଶୋଷିନେଇଥାନ୍ତି ଓ ତାହାକୁ କୁଞ୍ଚିତ କରିଦିଅନ୍ତି। ପତ୍ରରେ କଳା ଫିମ୍ପି ଦେଖାଦିଏ ଯାହାଫଳରେ ପତ୍ରଗୁଡ଼ିକ କଳା ପଡ଼ିଯାଏ। ଏହାଦ୍ଵାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଅନେକ ମାତ୍ରାରେ ପ୍ରଭାବିତ ହୁଏ ଓ ପତ୍ରଗୁଡ଼ିକ ଝଡ଼ିବା ଆରମ୍ଭ ହୋଇଥାଏ। ପରିଣତିସ୍ୱରୂପ, ଫସଲ କ୍ଷତିଗ୍ରସ୍ତ ହେବା ସହିତ ଅମଳ ହ୍ରାସ ପାଇଥାଏ।

ମାଂଜୋ କୀଟଗୁଡ଼ିକର ପାଚନତନ୍ତ୍ରକୁ ଦୁର୍ବଳ କରିବା ସହିତ ଏହା ସଂସ୍ପର୍ଶରେ ଆସୁଥିବା ସମସ୍ତ ଧଳାମାଛିଙ୍କୁ ମାରି ଦେଇଥାଏ।

ମାଂଜୋ ଧଳା ମାଛିର ସମସ୍ତ ପର୍ଯ୍ୟାୟରେ କାମ କରିଥାଏ ଯେପରିକି ଅଣ୍ଡା, ନି ଏବଂ ବିକଶିତ କୀଟ ଏବଂ ସେମାନଙ୍କର ବୃଦ୍ଧିକୁ ପ୍ରତିରୋଧ କରିଥାଏ। କେବଳ ଏ ତିକି ନୁହେଁ, ମାଂଜୋ ବିକଶିତ କୀଟଗୁଡ଼ିକର ଅଣ୍ଡା ଦେବାର କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ। ଏହାଦ୍ଵାରା କୀଟଙ୍କ ବଂଶବୃଦ୍ଧି ପ୍ରତିରୋଧିତ ହୋଇଥାଏ। ପ୍ରକୃତ ଅର୍ଥରେ, ମାଂଜୋ ଧଳା ମାଛିର ସମ୍ପୂର୍ଣ୍ଣ ଜୀବନ ଚକ୍ରକୁ ନଷ୍ଟ କରିଦେଇଥାଏ।

ମାଜୋ ର ଲାଭ


Sumitomo Manzo Pack shot and icon

ମାଂଜୋ ର ସ୍ତେ ସହିତ, ଧଳା ମାଛି ଭଳି ଶୋଷକ କୀଟଗୁଡ଼ିକ ଦ୍ୱାରା ଉଭିଦ ରସ ଶୋଷଣ ତୁରନ୍ତ ବନ୍ଦ ହୋଇଯାଏ ଓ ଦୀର୍ଘମିଆଦରେ କୀଟଗୁଡ଼ିକର ବିକାଶ ଫଳପ୍ରଦ ଭାବେ ନିୟନ୍ତ୍ରିତ ହୁଏ। ଫସଲ ସୁସ୍ଥ ଓ ସୁଦୃଢ଼ ହେବା ସହିତ ଅଧୁକ ଫୁଲ ଓ ଫଳ ଆସିଥାଏ, ଫସଲର ରଙ୍ଗ ସମ୍ପୂର୍ଣ୍ଣ ସବୁଜ ହୁଏ ଏବଂ ଅମଳରେ ଉନ୍ନତି ଦେଖାଦିଏ।

ମାଂଜୋ ଫଳପ୍ରଦ ଭାବେ ଧଳା ମାଛିର। ସମସ୍ତ ପର୍ଯ୍ୟାୟକୁ ନିୟନ୍ତ୍ରଣ କରିଥାଏ ଏବଂ ଏହାର ସମ୍ପୂର୍ଣ୍ଣ ପ୍ରଜାତିକୁ ନଷ୍ଟ କରିଦେଇଥାଏ।

ମାଂଜୋ ର ଟ୍ରାନ୍ସଲାମିନାର୍ ତଥା ଭେପର୍ କାର୍ଯ୍ୟକ୍ଷମତା ରହିଛି, ତେଣୁ ଫସଲରେ ଲୁଚି ରହିଥିବା ଶୋଷକ କୀଟଙ୍କୁ ମାରିଦେଇଥାଏ।

ମାଂଜୋ ର ପରିଣାମ


Sumitomo Manzo in Cotton Crop

Sumitomo Manzo in Cotton Crop

Sumitomo Manzo in Cotton Crop

ମାଂଜୋ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ପରିମାଣ - 150-200 ଲିଟର ପାଣିରେ 400 ମିଲି ମାଂଜେ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏକର ପିଛା ସମାନ ଭାବେ ସ୍ତେ କରନ୍ତୁ।

ସମୟ - ଧଳା ମାଛି, ଏଫିଡ୍‌ ଏବଂ ପ୍ରେସ୍ ଦେଖାଯିବା ମାତ୍ରେ ମାଜେ ସ୍ତେ କରନ୍ତୁ।

ଉତ୍ତମ ଫଳାଫଳ ପାଇଁ 10-15 ଦିନ ମଧ୍ୟରେ ମାଂଜୋ ର ଦ୍ବିତୀୟ ସ୍ରକୁ ସୁନିଶ୍ଚିତ କରନ୍ତୁ।

ନିୟମ - ଉତ୍ତମ ଫଳାଫଳ ପାଇଁ 15 ଲିଟର ସ୍ନେୟି ଟାଙ୍କିରେ 5 ମିଲି ସିଓଟ୍ ମିଶାନ୍ତୁ।

ଚେତାବନୀ - ଏହି ଉତ୍ପାଦର ଉପଯୋଗ /ବ୍ୟବହାର ଆମ ନିୟନ୍ତ୍ରଣରେ ନ ଥିବାରୁ, କମ୍ପାନୀ କେବଳ ଉତ୍ପାଦର ଅନୁରୂପତା ଗୁଣବତ୍ତାର ଦାୟିତ୍ବ ନେଇଥାଏ।

ସିଞ୍ଚନର କିଛି ଘଣ୍ଟା ପରେ ବର୍ଷା ହେଲେ ମଧ୍ୟ ମାଜେ ପ୍ରଭାବୀ ରହିଥାଏ।

ଆପଣ କଣ ମାଂଜୋ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ମାଂଜୋ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ଯଦି ଆପଣ ମାଂଜୋ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ *

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.