ଡେନିଟୋଲ ନେକ୍ସ କଣ ?

ଡେନିଟୋଲ ନେକ୍ସ ହେଉଛି ଏକ ନୂଆ ଯୁଗର କୀଟନାଶକ, ଯାହା ଧାନ । ଫସଲରେ ଆସିର୍ବା ଗଛ ପତ୍ର ଇତ୍ୟାଦିରେ ପୋକର ନିୟନ୍ତ୍ରଣ କରିଥାଏ ।

ସକାଳ - ସନ୍ଧ୍ୟାରେ ଅତିକମ୍ ରେ 200 ଲିଟର ପାଣିରେ ଗୋଟିଏ ଏକର ରେ 400 ml ଔଷଧ ମିଶାଇ ସିଞ୍ଚନ କରନ୍ତୁ ।

ଡେନିଟୋଲ ନେକ୍ସ ର ଫାଇଦା କଣ?


Sumitomo danitol nxt Pack shot and icon

ପତ୍ରରେ ଲାଗୁଥିବା ପୋକକୁ ଭଲଭାବେ ନିୟନ୍ତ୍ରଣ କରିଥାଏ ।

ପତ୍ରରେ ଲାଗୁଥିବା ପୋକ କୁ ନକଡାଉନ ଆକ୍ସନ ରେ ମାରିଥାଏ ।

ଏକ୍କା ଫର୍ମୁଲାରେ ରହିଥାଏ।

ଧାନର ପତ୍ରରେ ଲାଗୁଥିବା ପୋକ ମାନଙ୍କ ଠାରୁ ଫସଲ ସୁରକ୍ଷା

ଡେନିଟୋଲ ନେକ୍ସ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ପରିମାଣ - 400 ମିଲିଲିଟର ପ୍ରତି ଏକର

ଉପଯୋଗର ଅବସ୍ଥା - ଧାନ ଗଛ ରେ ପୋକ ଦେଖୁବା କ୍ଷଣି ସିଞ୍ଚନ କରନ୍ତୁ ।

କିଭଳି ଉପଯୋଗ କରିବେ - ସକାଳ - ସନ୍ଧ୍ୟାରେ ଅତିକମ୍ ରେ 200 ଲିଟର ପାଣିରେ ଗୋଟିଏ ଏକର ରେ 400 ml ଔଷଧ ମିଶାଇ ସିଞ୍ଚନ କରନ୍ତୁ ।

ସାବଧାନତା - ସର୍ବୋତ୍ତମ ଫଳାଫଳ ସକାଶେ ପରାମର୍ଶ ଦିଆଯାଇଥିବା ଅନୁସାରେ ଡେନିଟୋଲ ନେକ୍ସ ର ସଠିକ ପରିମାଣ ବ୍ୟବହାର କରନ୍ତୁ.

ଆପଣ କଣ ଡେନିଟୋଲ ନେକ୍ସ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ଡେନିଟୋଲ ନେକ୍ସ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ହରିୟାନା - 9996026168

ଉତ୍ତରପ୍ରଦେଶ - 9041912200

ପଞ୍ଜାବ - 7015538543

ବିହାର - 8295449292

ଛତିଶଗଡ଼ ¬ - 7999544266

ପଶ୍ଚିମ ବଙ୍ଗ - 9051277999

ଓଡିଶା - 9437965216

କର୍ଣ୍ଣାଟକ - 9620450266

ଆନ୍ଧ୍ରପ୍ରଦେଶ - 9949104441

ତେଲେଙ୍ଗାନା - 9949994797

ଯଦି ଆପଣ ଧାନ ଫସଲ ଏବଂ ଡେନିଟୋଲ ନେକ୍ସ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ *

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.
ଯୋଗାଯୋଗ କରନ୍ତୁ