ଏତ୍‌ନା କଣ ?

1 ନାମ କରେ ଓ କୁ ଶେଷ, ଅନେକ ଫସଲରେ ଏକ ସମୟରେ ଭିନ୍ନଭିନ୍ନ କୀଟର ପତ୍ର ଉପରେ ଏବଂ ତଳେ ରସ ଶୋଷିବା ଏବଂ ପୋକ ଫୁଲ ଏବଂ ଫଳକୁ କ୍ଷତି ପହଞ୍ଚାଇବା ଆମ ଚାଷୀ ଏବଂ କ୍ଷେତ ପାଇଁ ଏକ ଆହାନପୂର୍ଣ୍ଣ ସ୍ଥିତି ଅଟେ । ଏପରି ସ୍ଥିତିରେ ସଠିକ ଉତ୍ପାଦର ଚୟନ ହିଁ ଫସଲକୁ ଗଭୀର କ୍ଷତିରୁ ରକ୍ଷା କରିଥାଏ।

ଏହି ଆବଶ୍ୟକତାକୁ ବୁଝି ସୁମିଟୋମୋ କେମିକାଲ୍ ଇଣ୍ଡିଆ ଲି। ନେଇଆସିଛି ଏନା - ଶକ୍ତି ଏବଂ ନବୀନତାର ସୁମେଳ ଯାହା ଏକାକୀ ହିଁ ରସ ଶୋଷଣକାରୀ ଥୀସ୍, ଅଷ୍ଟପଦୀ ଏବଂ ପୋକ ଦାଉରୁ ସର୍ବଶ୍ରେଷ୍ଠ ନିୟନ୍ତ୍ରଣ ପ୍ରଦାନ କରେ।

ନିୟନ୍ତ୍ରିତ କୀଟ - ଥ୍ୟସ୍କ, ଅଷ୍ଟପଦୀ, ପୋକ

ଏତ୍‌ନା ର ଫାଇଦା କଣ?


Sumitomo Etna Pack shot and icon

ଥୀ, ଅଷ୍ଟପଦୀ ଏବଂ ପୋକ ତିନୋଟିର ପ୍ରଭାବୀ ନିୟନ୍ତ୍ରଣ।

ଟ୍ରାନ୍ସଲେମିନାର ଆକ୍ସନ୍ କାରଣରୁ ଏହା ପତ୍ରଗୁଡିକ ଉପରେ ଏବଂ ତଳେ ଉଭୟ ପୃଷ୍ଠାରେ କୀଟର ନିୟନ୍ତ୍ରଣ କରିଥାଏ।

କୀଟର ତୁରନ୍ତ ବିନାଶ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ।

ଷ୍ଟପ୍ ଫିଡିଙ୍ଗ୍ ଆକ୍ସନ୍ କାରଣରୁ। ଏନା କୀଟଗୁଡିକ ଠାରୁ ଫସଲର କ୍ଷତିକୁ ତୁରନ୍ତ ରୋକିଥାଏ।

ବ୍ୟୟ ସାଧ ଏବଂ ଲାଭଦାୟକ ସମାଧାନ - ସର୍ବଶ୍ରେଷ୍ଠ ଉତ୍ପନ, ତୀବ୍ର ଗତି, ଉତ୍ତମ ପରିଣାମ, କମ୍ ଖର୍ଚ୍ଚ।

ଅଣ୍ଡା ଏବଂ ପ୍ରାରମ୍ଭିକ ପୋକର। ସର୍ବୋତ୍ତମ ନିୟନ୍ତ୍ରଣ।

କୀଟ ନିୟନ୍ତ୍ରଣର ଦୁଇଟି ଭିନ୍ନ କାର୍ଯ୍ୟ ପ୍ରଣାଳୀ କାରଣରୁ ଏ ସବୁଠାରୁ ଉତ୍ତମ ପ୍ରତିରୋଧକ ସାଧନ ଅଟେ।

ଏତ୍‌ନାର ପ୍ରାରମ୍ଭିକ ବ୍ୟବହାର ଦିଏ ଆପଣଙ୍କୁ ସୁସ୍ଥ ଫସଲ ଏବଂ ସମ୍ବିଶୀଳ ଆରମ୍ଭ।

ଏତ୍‌ନା ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ବ୍ୟବହାର କରିବାର ପ୍ରଣାଳୀ - ଏକ ଏକର ଫସଲ ପାଇଁ 400 ମିଲି ଲିଟର ଏନା କୁ 150-200 ଲିଟର ପାଣିରେ ମିଶାଇ ବ୍ୟବହାର କରନ୍ତୁ।

ଉକୃଷ୍ଟ ପରିଣାମ ପାଇଁ ଏନାର ବ୍ୟବହାର ଫସଲର ପ୍ରାଥମିକ ଅବସ୍ଥାରେ କରନ୍ତୁ।

ଏହାର ବ୍ୟବହାର ଫସଲର ଯେକୌଣସି ଅବସ୍ଥାରେ ଆଂସ୍, ଅଷ୍ଟପଦୀ ଏବଂ ପୋକ ଆକ୍ରମଣ ଦେଖାଗଲେ କରିପାରିବେ।

ସୂଚା ଯାଇଥିବା ମାତ୍ରାର ବ୍ୟବହାରରୁ ଆଂସ, ଅଷ୍ଟପଦୀ ଏବଂ ପ୍ରାରମ୍ଭିକ ପୋକ ଉପରେ ସର୍ବୋତ୍ତମ ନିୟନ୍ତ୍ରଣ ମିଳିଥାଏ।

ଉକୃଷ୍ଟ ପରିଣାମ ପାଇଁ ଏନା ସହ "ସିୟୋର ଶଟ୍"5 ମିଲି ଲିଟର ପ୍ରତି 15 ଲିଟର ପାଣିରେ ମିଶାଇ ବ୍ୟବହାର କରନ୍ତୁ।

ଆପଣ କଣ ଏତ୍‌ନା ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ଏତ୍‌ନା କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ଯଦି ଆପଣ ଏତ୍‌ନା ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ *

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.