
ପ୍ରିୟ ଧାନ ଚାଷ କରୁଥିବା କୃଷକ ଭାଇମାନେ,
ଭାରତୀୟ ଅର୍ଥ ବ୍ୟବସ୍ଥାରେ ଆପଣମାନେ ସମସ୍ତେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଏବଂ ଭାରତ ଚାଉଳର ଦ୍ବିତୀୟ ସର୍ବବୃହତ ଉତ୍ପାଦକ ଦେଶ ହେବାକୁ ଯାଉଛି । ଆପଣ ମାନଙ୍କୁ ଧାନ ଚାଷ କରିବାରେ ଅନେକ ସମସ୍ୟା ଗୁଡିକର ସମୁଖୀନ ହେବାକୁ ପଡୁଛି ଏବଂ ସେଥୁମଧ୍ୟରୁ ଗୋଟିଏ ହେଉଛି ଚାଉଳରେ ହେଉଥିବା ରୋଗ ଶୀଥ ବ୍ଲାଇଟ । ଏହି ରୋଗରେ ଧାନ ଫସଲର ବୃଦ୍ଧି ପ୍ରଭାବିତ ହୋଇଥାଏ ଏବଂ ଅତ୍ୟଧୂକ ଆର୍ଥିକ କ୍ଷତି ଘଟିଥାଏ।
ଭାରତରେ ଫସଲର ସୁରକ୍ଷା ସମ୍ବନ୍ଧୀୟ ରାସାୟନର ଉତ୍ପାଦନରେ ଗୋଟିଏ ପ୍ରସିଦ୍ଧ ନାମ ସୁମିଟୋମୋ କେମିକାଲ ଇଣ୍ଡିଆ ଲିମିଟେଡ (ଏସସିଆଇଏଲ) କୃଷକ ମାନଙ୍କୁ ଅତ୍ୟାଧୁନିକ ନୂତନ ଉତ୍ପାଦ ପ୍ରଦାନ କରିବା ପାଇଁ କଠୋର ପରିଶ୍ରମ କରୁଛି, ଏହି ଅଧ୍ୟାୟରେ ଏସସିଆଇଏଲ ଏକୁ ନୂତନ ପିଢୀର ଫିମ୍ପିନାଶକ କୃଷକ ମାନଙ୍କ ସେବାରେ ଲଞ୍ଚ କରିଛି।
ଏକ୍ସକାଲିଆ ମ୍ୟାକ୍ସ® | ଇଣ୍ଡିଙ୍କିନ™ ର ଶକ୍ତି ଦ୍ବାରା ସଂଚାଳିତ, ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ କରାଯାଉଛି I
ଏକ୍ସକାଲିଆ ମ୍ୟାକ୍ସ®
ଇଣ୍ଡିଙ୍କିନ™ ର ଶକ୍ତି ଦ୍ବାରା ସଂଚାଳିତ
ଭବିଷ୍ୟତର ଆରମ୍ଭ...
ଏକ୍ସକାଲିଆ ମ୍ୟାକ୍ସ® | ଇଣ୍ଡିଙ୍କିନ™ ର ଶକ୍ତି ଦ୍ବାରା ସଂଚାଳିତ ଏକ ଜାପାନୀ ନୂଆ ଉତ୍ପାଦ ଯାହା ବ୍ରାଜିଲ, ଆର୍ଜେଣ୍ଟିନାରେ ନିଜର କ୍ଷମତା ପ୍ରମାଣିତ କରିଛି ଏବଂ ବର୍ତ୍ତମାନ ଏହାକୁ ଭାରତରେ ଲଞ୍ଚ କରାଯାଉଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜାପାନୀ ପ୍ରଯୁକ୍ତିବିଦ୍ୟା ଏକ ପ୍ରସିଦ୍ଧ ନାମରେ ପରିଚିତ ।
ଏକ୍ସକାଲିଆ ମ୍ୟାକ୍ସ® ସହିତ ବିଶ୍ବସନୀୟ ଏବଂ ଭରସାଯୋଗ୍ୟ ଜାପାନୀ ପ୍ରଯୁକ୍ତିବିଦ୍ୟାର ସମୃଦ୍ଧ ଐତିହ୍ୟ ସଂଯୁକ୍ତ ରହିଛି।
ଏକ୍ସକାଲିଆ ମ୍ୟାକ୍ସ® - କାହିଁକି?
- କି ମଜବୁତ ଗଜା
- ଉନ୍ନତ ଫାଇଟୋଟୋନିକ୍ ପ୍ରଭାବ
- ଶିଥବ୍ଲାଇଟର ପ୍ରଭାବଶାଳୀ ନିୟନ୍ତ୍ରଣ

ଅଦ୍ବିତୀୟ ବିଶେଷ ଗୁଣ

ଦୁଇଟି ଘଟକଙ୍କର ଆପୋଷ ତାଳମେଳ
ଦୁଇଟି ସକ୍ରିୟ ତତ୍ତ୍ବ ପରସ୍ପର ସହିତ ତାଳମେଳ ସହ କାମ କରୁଛନ୍ତି ଏବଂ ରୋଗ ପ୍ରବନ୍ଧନ ପାଇଁ ଉନ୍ନତ ସମାଧାନ ପ୍ରଦାନ କରିଥାଆନ୍ତି।

ଦୁଇଗୁଣର କାର୍ଯ୍ୟପ୍ରଣାଳୀ
ଏକ୍ସକାଲିଆ ମ୍ୟାକ୍ସ® ଫଙ୍ଗସର ଏହି ଅଙ୍ଗ ଗୁଡିକ ଉପରେ କାମ କରିଥାଏ। i. ଫଙ୍ଗସ ର ଶୋଷଣ, ii. ଫଙ୍ଗସ ର କୋଷିକା ଆବରଣ.

ଉଭିଦ ଭିତରେ ଏବଂ ଆର-ପାର ଯିବା ଆସିବା
ଏକ୍ସକାଲିଆ ମ୍ୟାକ୍ସ® ଟ୍ରାନ୍ସଲେମିନାର ପ୍ରକାରେ ଚାଲିଥାଏ ଯାହା ପତ୍ରର ଉପର ଓ ତଳ ସ୍ତରକୁ ରକ୍ଷା କରିଥାଏ । ଏଥୁସହ ଜାଇଲମ ମୋବାଇଲ ହୋଇଥିବାରୁ ଏହା ଉଭିଦ ଭିତରେ ଦ୍ରୁତଭାବେ ସମ୍ପୂର୍ଣ୍ଣ ପତ୍ରର ସୁରକ୍ଷା ବଢାଇଥାଏ।

ତୁରନ୍ତ ଭିତର ଶୁଖାଇଦିଏ
ଏକ୍ସକାଲିଆ ମ୍ୟାକ୍ସ® ଉପଯୋଗର 2 ଘଣ୍ଟା ଭିତରେ ଉଭିଦ ଭିତରେ ଦ୍ରୁତଭାବେ ପ୍ରବେଶ କରିଥାଏ
ଏକ୍ସକାଲିଆ ମ୍ୟାକ୍ସ® ପାଇଁ 3ଟି ପସନ୍ଦ

ପ୍ରଥମ ପସନ୍ଦ
ଧାନର ଶୀଥ ବ୍ଲାଇଟ

ଦ୍ବିତୀୟ ପସନ୍ଦ
ରୋଗର ପ୍ରାରମ୍ଭିକ ଅବସ୍ଥା

ତୃତୀୟ ପସନ୍ଦ
ପରିମାଣ 200 ମି.ଲି./ ଏକର
ଏକ୍ସକାଲିଆ ମ୍ୟାକ୍ସ® ର ଲାଭ

ମଜବୁତ ଗଜା

ଉନ୍ନତ ଫାଇଟୋଟୋନିକ୍ ପ୍ରଭାବ

ଶିଥବ୍ଲାଇଟର ପ୍ରଭାବଶାଳୀ ନିୟନ୍ତ୍ରଣ
ଏକ୍ସକାଲିଆ ମ୍ୟାକ୍ସ®-ପ୍ରୟୋଗ କରିବାର ନିୟମ
ଫସଲ: ଧାନ
ପ୍ରତି ଏକର ପରିମାଣ: 200 ମି.ଲି.
ରୋଗ: ଶୀଥ ବ୍ଲାଇଟ
ଉପଯୋଗର ସମୟ:
ପ୍ରଥମ ସିଞ୍ଚନ: 31-40 ଦିନ - ଗଜା ତିଆରି ଅବସ୍ଥା, ଦ୍ବିତୀୟ ସିଞ୍ଚନ: 41-50 ଦିନ - କଢ ବାହାରିବା ଅବସ୍ଥା

ଏକ୍ସକାଲିଆ ମ୍ୟାକ୍ସ® | ଇଣ୍ଡିଙ୍କିନ™ ର ଶକ୍ତି ଦ୍ବାରା ସଂଚାଳିତ
ଆପଣ କଣ ଏକ୍ସକାଲିଆ ମ୍ୟାକ୍ସ® ବ୍ୟବହାର କରିବାକୁ ଚାଁହୁଁଛନ୍ତି ?
ଯଦି ଆପଣଙ୍କୁ ଏକ୍ସକାଲିଆ ମ୍ୟାକ୍ସ® କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ
ଯଦି ଆପଣ ଏକ୍ସକାଲିଆ ମ୍ୟାକ୍ସ® ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ -
Safety Tips: