ହୋଶୀ କଣ?

ହୋଶୀ ଫସଲର ଭଲ ବିକାଶ ପାଇଁ ଆଧୁନିକ ଜୈବ ଉତ୍ପାଦ ଯାହାଦ୍ବାରା ଗଛର କୋଷଗୁଡିକର ବିକାଶ ଓ ବୃଦ୍ଧି ହୋଇଥାଏ || ହୋଶୀ ଫସଲର ଖାଦ୍ୟ ପ୍ରସ୍ତୁତି ରେ ସାହାଯ୍ୟ ଯାହାଦ୍ୱାରା ସବୁ ପ୍ରକାରର ଫସଲରେ ଚେର, ପତ୍ର, ଫୁଲ ଏବଂ ଫଳ ର ଅଧୂକ ବିକାଶ ହୋଇଥାଏ ଏବଂ ଉତ୍ପାଦ ର ମାତ୍ର ତଥା ଗୁଣ ରେ ମଧ୍ୟ ବୃଦ୍ଧି ଘଟିଥାଏ ||

ହୋଶୀ ପ୍ରୟୋଗର ଲାଭ


Sumitomo hoshi Pack shot and icon

ଗଛ ସମାନ ଭାବରେ ବୃଦ୍ଧି ହୋଇ ଥାଏ ||

ଗଛର ପ୍ରତିରୋଧ କ୍ଷମତା ବଢ଼ାଇଥାଏ ଯାହାଦ୍ୱାରାପ୍ରତିକୂଳ ପାଗ ଏବଂ କୀଟରୁ କମ କ୍ଷତି ହୋଇଥାଏ ||

ଫୁଲ ଓ ଫଳ ଝଡ଼ିବାରୁ ରକ୍ଷା କରିଥାଏ |

ଗଛର ଖାଦ୍ୟ ପ୍ରକ୍ରିୟାକରଣରେ ବୃଦ୍ଧି ଘଟାଇଥାଏ ||

ଉତ୍ପାଦ ର ମାତ୍ର ତଥା ଗୁଣ ରେ ବୃଦ୍ଧି ଘଟିଥାଏ ||

ହୋଶୀ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ହୋଶୀ ର ମାତ୍ରା - 2 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ଏକାଥରରେ ଗ୍ରେ କରନ୍ତୁ ।

ହୋଶୀ ପ୍ରୟୋଗ କରିବା ସମୟ -

ଫସଲ ପ୍ରଥମ ସ୍ତେ ଦ୍ବିତୀୟ ସ୍ତେ ତୃତୀୟ ସ୍ତେ
ପନିପରିବା ର ।ପଣର 7-10 ଦିନ ପର ଫୁଲ ଆସିବା ପୂର୍ବରୁ ଦ୍ବିତୀୟ ସ୍ରୋର 15 ଦିନପରେ
ଧାନ ର ।ପଣର 15-25 ଦିନ ପର ର ।ପଣର 40-50 ଦିନ ପର -
ଆଖୁ ବୁଣିବାର 40-50 ଦିନ ପର ବୁଣିବାର 60-70 ଦିନ ପର -
କପାସ ବୁଣିବାର 25-30 ଦିନ ପର ବୁଣିବାର 50-60 ଦିନ ପର ବୁଣିବାର 75 ଦିନରୁ ଅଧିକ ସମୟ ପର
ଲତା ଜାତୀୟ ଫସଲ ଫୁଲ ଆସିବା ପୂର୍ବରୁ ପାଖୁଡା ଝଡିଲ ଛ ଟ ଫଳ ଆସିବା ପର

ଆପଣ କଣ ହୋଶୀ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ହୋଶୀ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ହରିୟାନା - 9996026168

ଉତ୍ତରପ୍ରଦେଶ - 9041912200

ପଞ୍ଜାବ - 7015538543

ବିହାର - 8295449292

ଛତିଶଗଡ଼ ¬ - 7999544266

ପଶ୍ଚିମ ବଙ୍ଗ - 9051277999

ଓଡିଶା - 9437965216

କର୍ଣ୍ଣାଟକ - 9620450266

ଆନ୍ଧ୍ରପ୍ରଦେଶ - 9949104441

ତେଲେଙ୍ଗାନା - 9949994797

ଯଦି ଆପଣ ହୋଶୀସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ -

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.
ଯୋଗାଯୋଗ କରନ୍ତୁ