ଲାଟୁ କଣ?

ଲାଟୁ ଏକ ଆଧୁନିକ ପଦ୍ଧତି ର ଜୈବିକ ଦନଦର ଯାହା ଫସଲର ବୃଦ୍ଧି ଏବଂ ଗୁଣାତ୍ମକ ବଦ୍ଧକ || ଏଥିରେ ହ୍ୟାମିକ ଏସିଡ, ସାମୁଦ୍ରିକ ଲାଭକାରୀ ସେବଳ ରସ ଭିଟାମିନ, ଆମିନୋ ଏସିଡ ଏବଂ ଅନ୍ୟାନ୍ୟ ତଥ୍ୟ ରହିଥାଏ ||

ଲାଟ୍ ଦ୍ଵାରା ଫସଲ ବିକାଶରେ ବୃଦ୍ଧି ଘଟିଥାଏ । ଯାହା ଦ୍ୱାରା ଅଧୂକ ଉତ୍ପାଦନ ତଥା ଗୁଣାତ୍ମକ ମାନ ମିଳିଥାଏ ||

ଲାଟୁ ପ୍ରୟୋଗର ଲାଭ


ଚେରର ଅତ୍ୟଧୁକ ବିକାଶ ହୁଏ ଯାହାଦ୍ବାରା ଗଛ ମାଟିରୁ ଅଧୂକ ତତ୍ତ୍ୱ ଓ ପାଣି ସଂଗ୍ରହ କରନ୍ତି ଏବଂ ଗଛର ଅଧୂକ ବିକାଶ ହୋଇଥାଏ ||

ସୃଷ୍ଣ ଜୀବର ଲାଳନ ପାଳନ କରିଥାଏ ଯାହାଦ୍ୱାରା ମାଟିର ଉର୍ବରତା କ୍ଷମତା ବୃଦ୍ଧି ହୋଇଥାଏ ||

ଗଛର ପ୍ରତିରୋଧ କ୍ଷମତା ବଢ଼ାଇଥାଏ ଯାହାଦ୍ବାରା ପ୍ରତିକୂଳ ପାଗର ପ୍ରଭାବ କମ ହୋଇଥାଏ ||

ଗଛର କ୍ଷମତା ବୃଦ୍ଧି ପାଇଥାଏ ଯାହାଦ୍ୱାରା ଅଧୂକ ଉତ୍ପାଦନ ଓ ଗୁଣାତ୍ମକ ମାନର ଫସଲ ମିଳିଥାଏ ||

Sumitomo Laatu Pack shot and icon

ଲାଟୁ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ଲାଟୁ ର ପରିମାଣ - ଏକର ପ୍ରତି 4 କିଲୋଗ୍ରାମ (ଲାଟୁ ଏକା ସାଙ୍ଗରେ ବ୍ରଡକଷ୍ଟ କରେ ଏବଂ ପରେ ହାଲୁକା ସିଞ୍ଚନ କରେ)

ଲାଟୁ ପ୍ରୟୋଗ କରିବା ସମୟ -

ଫସଲ ପ୍ରଥମ ପ୍ରୟୋଗ ଦ୍ବିତୀୟ ପ୍ରୟୋଗ
ପନିପରିବା ର ପଣର 10-14 ଦିନ ପର ଫଳ ହଉଥିବା ସମୟର
ଆଖୁ ବୁଣିବାର 35-40 ଦିନ ପର6 ବୁଣିବାର 70-80 ଦିନ ପର6
କପାସ ପ୍ରଥମ ପାଣିରେ -
ବଗିଚାର ଫସଲ ଫୁଲ ଆସିବା ସମୟର ଫଳ ହୋଇଥିବା ଅବସ୍ଥାରେ

ଆପଣ କଣ ଲାଟୁ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ଲାଟୁ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ହରିୟାନା - 9996026168

ଉତ୍ତରପ୍ରଦେଶ - 9041912200

ପଞ୍ଜାବ - 7015538543

ବିହାର - 8295449292

ଛତିଶଗଡ଼ ¬ - 7999544266

ପଶ୍ଚିମ ବଙ୍ଗ - 9051277999

ଓଡିଶା - 9437965216

କର୍ଣ୍ଣାଟକ - 9620450266

ଆନ୍ଧ୍ରପ୍ରଦେଶ - 9949104441

ତେଲେଙ୍ଗାନା - 9949994797

ଯଦି ଆପଣ ଲାଟୁସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ*

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.
ଯୋଗାଯୋଗ କରନ୍ତୁ