ଗୁଳ୍ମଘାସ, ପ୍ରାକୃତିକ ଭାବେ ଘଞ୍ଚ ଏବଂ ବହୁଳ, ଧାନ ଫସଲ ପାଇଁ ଏକ ବଡ ବିପଦ ହୋଇଥାଏ । ସେଗୁଡିକ ଧାନ ଚାରା ସହିତ ଆଲୋକ, ସ୍ଥାନ, ପୁଷ୍ଟିକର ଖାଦ୍ୟ ଏବଂ ଆର୍ଦ୍ରତା ଆବଶ୍ୟକ କରିଥାଆନ୍ତି ଯାହା ପ୍ରତ୍ୟେକ୍ଷ ଭାବେ ଫସଲ ବୃଦ୍ଧି, ଉତ୍ପାଦନ ଓ ଗୁଣାତ୍ମକମାନକୁ ପ୍ରଭାବିତ କରିଥାଏ।
ପ୍ରତିରୋପଣ ପରେ ପ୍ରଥମ 40 ଦିନ (ଡିଏଟି) ଧାନ-ଗୁଳ୍ମଘାସ ପ୍ରତିଯୋଗୀତା ପାଇଁ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ସମୟ । ଯଦି ଅନିୟନ୍ତ୍ରିତ ଛାଡିଦିଆଯାଏ, ଗୁଳ୍ମଘାସ ଗୁଡିକ ଉତ୍ପାଦନରେ ବହୁ ଅଧିକ କ୍ଷତି ଘଟାଇପାରନ୍ତି।
ସୁମିଟୋମୋ କେମିକାଲ ଇଣ୍ଡିଆ ଲିମିଟେଡ ଆରମ୍ଭ କରିଛି
ଲେଣ୍ଟିଗୋ™
କ୍ଷେତରେ ରହିଥାଏ କେବଳ ଧାନର ଅଧ୍ବକାର
ଏକ ପରବର୍ତ୍ତୀ-ପିଢୀ ପ୍ରାକ-ଉତ୍ପତ୍ତି ଗୁଳ୍ମଘାସ ନାଶକ ହେତ ଉପାୟ କାର୍ଯ୍ୟାନୁଷ୍ଠାନ (ଏମଓଏ) ସହିତ ଯାହା ଫଳପ୍ରଦ ଏବଂ ବିସ୍ତୃତ-ପରିସରରେ ଗୁଳ୍ମଘାସ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ
ଲେଣ୍ଟିଗୋ™ ସହିତ, ଆପଣଙ୍କର ଧାନ ଫସଲକୁ ଦିଅନ୍ତୁ ଏକ ଗୁଳ୍ମଘାସ ମୁକ୍ତ ପ୍ରାରମ୍ଭ ଏବଂ ଏକ ସୁସ୍ଥ, ଉଚ୍ଚତର ଉତ୍ପାଦନ ସୁନିଶ୍ଚିତ କରନ୍ତୁ।
ଲେଣ୍ଟିଗୋ™ କାହିଁକି?
- ସୁମିଟୋମୋ କେମିକାଲ କମ୍ପାନୀ, ଜାପାନରୁ ଅଭିନବ ଗବେଷଣା ଉତ୍ପାଦ
- ଏକାତ୍ତ୍ୱିକ ଧାନ ଫସଲର ଗୁଳ୍ମଗଛ ଉପରେ ବିସ୍ତୃତ - ପ୍ରଭାବୀ ନିୟନ୍ତ୍ରଣ
- ବ୍ୟବହାର ଓ ପ୍ରୟୋଗ କରିବା ସହଜ
- ପରିବେଶଗତ ଦୃଷ୍ଟିରୁ ସଠିକ -ସୁରକ୍ଷା ଓ ନିରନ୍ତରତା ସୁନିଶ୍ଚିତ କରିଥାଏ
- ପ୍ରି-ଏମର୍ଜେଣ୍ଟ ଶ୍ରେଣୀରେ ନୂଆ ପିଢୀର ଧାନ ଗୁଳ୍ମଘାସ ନାଶକ
- ସବୁ ପ୍ରକାର ଅନାବନା ଗଛକୁ କରିଥାଏ ନିୟନ୍ତ୍ରଣ
- ଥରେ ପ୍ରୟୋଗ କଲେ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଭାବ
- ଫସଲ ଏବଂ ପରିବେଶ ପାଇଁ ସୁରକ୍ଷିତ
ବିଶେଷତା ଏବଂ ଲାଭ
ବିସ୍ତୃତ ପ୍ରଭାବୀ ଗୁଳ୍ମଘାସ ନିୟନ୍ତ୍ରଣ
ଘାସ, ଦଳ ଏବଂ ଧାନର ଚଉଡା ପତ୍ର ଗୁଳ୍ମ ଗୁଡିକ ବିପକ୍ଷରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା
ନିୟନ୍ତ୍ରଣର ଲମ୍ବା ସମୟ
ଲେଣ୍ଟିଗୋର ଗୋଟିଏ ପ୍ରୟୋଗ ଗୁଳ୍ମଘାସରୁ ଦୀର୍ଘ- ସ୍ଥାୟୀ ମାନସିକ ଶାନ୍ତି ପ୍ରଦାନ କରିଥାଏ
ବ୍ୟବହାର କରିବା ସହଜ
ଏହା ଜିଆର ଫର୍ମୁଲେସନରେ ରହିଛି ଏବଂ ବାଲି କିମ୍ବା ଖତରେ ପ୍ରସାରିତ କରାଯାଇପାରିବ
ଦୁଇଟି ଉପାୟରେ କାର୍ଯ୍ୟାନୁଷ୍ଠାନ
ଉଲ୍ଲେଖନୀୟ ଗୁଳ୍ମଘାସ ନିୟନ୍ତ୍ରଣ ଏବଂ ଉନ୍ନତ ପ୍ରତିରୋଧ ପରିଚାଳନା
ଉଚ୍ଚତର ଶସ୍ୟ ସୁରକ୍ଷା
ସୁସ୍ଥ ଫସଲ, ପ୍ରମୁଖ ପ୍ରକାର ଚାଉଳରେ କୌଣସି ଫାଇଟୋଟକ୍ସିସିଟି ନାହିଁ
ପରିବେଶ ପାଇଁ ସୁରକ୍ଷିତ
ଲେଣ୍ଟିଗୋ ତୁଳନାତ୍ମକ ଭାବରେ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ପ୍ରତି ସୁରକ୍ଷିତ
ଲେଣ୍ଟିଗୋ ପ୍ରୟୋଗ ହୋଇଥିବା ଧାନ କ୍ଷେତର ଫଳାଫଳ
10 ଡିଏଟି
15 ଡିଏଟି
20 ଡିଏଟି
କୌଣସି ନୂଆ ଗୁଳ୍ମଘାସ ଉଠିନାହିଁ
ଲେଣ୍ଟିଗୋ™-ପ୍ରୟୋଗ କରିବାର ନିୟମ
ପ୍ରୟୋଗ ସମୟ: ପ୍ରତିରୋପଣର 72 ଘଣ୍ଟା ମଧ୍ଯରେ
ମାତ୍ରା: ଏକର ପ୍ରତି 3 କେଜି, ଜରୁରୀ-ଅନୁଯାୟୀ ଗୋଟିଏ ପ୍ରୟୋଗ
ପଦ୍ଧତି: 3 କେଜି ଲେଣ୍ଟିଗୋ ସହିତ ବାଲି ମିଶାନ୍ତୁ ଓ ପରେ ପ୍ରସାରିତ କରନ୍ତୁ 1-2 ଇଞ୍ଚ ପାଣି ରଖୁବାକୁ ଏବଂ ପ୍ରୟୋଗ ପରେ 3 ରୁ 4 ଦିନ ମେଣ୍ଟେନ କରିବାକୁ ପରାମର୍ଶ ଦିଆଯାଉଛି
ପ୍ରୟୋଗ ସମୟ:
ପ୍ରତିରୋପଣର 72 ଘଣ୍ଟା ମଧ୍ଯରେ
ମାତ୍ରା:
ଏକର ପ୍ରତି 3 କେଜି, ଜରୁରୀ-ଅନୁଯାୟୀ
ଗୋଟିଏ ପ୍ରୟୋଗ
ପଦ୍ଧତି:
3 କେଜି ଲେଣ୍ଟିଗୋ ସହିତ ବାଲି ମିଶାନ୍ତୁ ଓ ପରେ ପ୍ରସାରିତ କରନ୍ତୁ 1-2 ଇଞ୍ଚ ପାଣି
ରଖୁବାକୁ ଏବଂ ପ୍ରୟୋଗ ପରେ 3 ରୁ 4 ଦିନ ମେଣ୍ଟେନ କରିବାକୁ
ପରାମର୍ଶ ଦିଆଯାଉଛି
ଲେଣ୍ଟିଗୋ™ - ଗୁଳ୍ମଘାସ ନାଶକ
ଆପଣ କଣ ଲେଣ୍ଟିଗୋ™ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?
ଯଦି ଆପଣଙ୍କୁ ଲେଣ୍ଟିଗୋ™ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ
ଯଦି ଆପଣ ଲେଣ୍ଟିଗୋ™ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ -
ସୁରକ୍ଷା ସମ୍ବନ୍ଧୀୟ ସୂଚନା: 