ବିଜୟର ପ୍ରଥମ ସୋପାନ - ମେଶୀ


ମେଶୀ ଏହାର ଦୁଇ ପ୍ରକାରର କାର୍ଯ୍ୟାନୁଷ୍ଠାନ ସହିତ କୀଟର ସ୍ନାୟୁ ପ୍ରଣାଳୀକୁ ବିନାଶ କରିଦେଇଥାଏ ଏବଂ ସ୍ନାୟୁ କୋଷ ଗୁଡିକରେ ସୋଡିଅମ ଚ୍ୟାନେଲ ଗୁଡିକର କାର୍ଯ୍ୟକୁ ବାଧାପ୍ରାପ୍ତ କରାଇଥାଏ, ଯାହାଦ୍ୱାରା ପୋକ ଅକର୍ମଣ୍ୟ ହୋଇ ମରିଯାଇଥାଏ।

ମେଶୀ ବିଭିନ୍ନ ପୋକ ଯେଭଳିକି ଗୋଲାପୀ ବଲକୀଟ, ଥୀପ୍ସ, ଅହପିଡ ଉପରେ ପ୍ରଭାବ ପକାଇଥାଏ ଏବଂ ଏହା ଗୋଲାପୀ ବଲକୀଟକର ଅଣ୍ଡା ଗୁଡିକୁ ମାରିଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫସଲକୁ ସୁରକ୍ଷିତ ରଖୁଥାଏ।

ମେଶୀ ଅତିଶୀଘ୍ର ଏହାର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ପ୍ରଦର୍ଶନ କରି ତୁରନ୍ତ ଫସଲକୁ ପୋକଗୁଡିକ ଠାରୁ ସୁରକ୍ଷିତ ରଖୁଥାଏ ଏବଂ ଫସଲର ଆର୍ଥିକ କ୍ଷତିକୁ ରୋକିଥାଏ।

Sumitomo Meshi Pack shot and icon

ମେଶୀ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


କପାରେ ପରିମାଣ: 600 ମିଲି ଏକର ପ୍ରତି

ଉତ୍ତମ ଫଳାଫଳ ପାଇଁ ମେଶୀର ଉପଯୁକ୍ତ ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ତ୍ଵପୂର୍ଣ୍ଣ

ମେଶୀର ପ୍ରୟୋଗ ପାଇଁ ସର୍ବଦା ଫମ୍ପା କୋଣିଆ ନୋଜଲ ବ୍ୟବହାର କରନ୍ତୁ

ସୁପାରିଶ କରାଯାଇଥୁବା ପରିମାଣ ହିଁ ବ୍ୟବହାର କରନ୍ତୁ

ସିଞ୍ଚନ କରିବାବେଳେ ନିର୍ଦ୍ଧାରିତ ନିୟମାବଳୀ ଅନୁସରଣ କରନ୍ତୁ

ଆପଣ କଣ ମେଶୀ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ମେଶୀ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ଯଦି ଆପଣ ମେଶୀ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ*

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.