ମେଶୀ ଏହାର ଦୁଇ ପ୍ରକାରର କାର୍ଯ୍ୟାନୁଷ୍ଠାନ ସହିତ କୀଟର ସ୍ନାୟୁ ପ୍ରଣାଳୀକୁ ବିନାଶ କରିଦେଇଥାଏ ଏବଂ ସ୍ନାୟୁ କୋଷ ଗୁଡିକରେ ସୋଡିଅମ ଚ୍ୟାନେଲ ଗୁଡିକର କାର୍ଯ୍ୟକୁ ବାଧାପ୍ରାପ୍ତ କରାଇଥାଏ, ଯାହାଦ୍ୱାରା ପୋକ ଅକର୍ମଣ୍ୟ ହୋଇ ମରିଯାଇଥାଏ।
ମେଶୀ ବିଭିନ୍ନ ପୋକ ଯେଭଳିକି ଗୋଲାପୀ ବଲକୀଟ, ଥୀପ୍ସ, ଅହପିଡ ଉପରେ ପ୍ରଭାବ ପକାଇଥାଏ ଏବଂ ଏହା ଗୋଲାପୀ ବଲକୀଟକର ଅଣ୍ଡା ଗୁଡିକୁ ମାରିଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫସଲକୁ ସୁରକ୍ଷିତ ରଖୁଥାଏ।
ମେଶୀ ଅତିଶୀଘ୍ର ଏହାର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ପ୍ରଦର୍ଶନ କରି ତୁରନ୍ତ ଫସଲକୁ ପୋକଗୁଡିକ ଠାରୁ ସୁରକ୍ଷିତ ରଖୁଥାଏ ଏବଂ ଫସଲର ଆର୍ଥିକ କ୍ଷତିକୁ ରୋକିଥାଏ।
କପାରେ ପରିମାଣ: 600 ମିଲି ଏକର ପ୍ରତି
ଉତ୍ତମ ଫଳାଫଳ ପାଇଁ ମେଶୀର ଉପଯୁକ୍ତ ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ତ୍ଵପୂର୍ଣ୍ଣ
ମେଶୀର ପ୍ରୟୋଗ ପାଇଁ ସର୍ବଦା ଫମ୍ପା କୋଣିଆ ନୋଜଲ ବ୍ୟବହାର କରନ୍ତୁ
ସୁପାରିଶ କରାଯାଇଥୁବା ପରିମାଣ ହିଁ ବ୍ୟବହାର କରନ୍ତୁ
ସିଞ୍ଚନ କରିବାବେଳେ ନିର୍ଦ୍ଧାରିତ ନିୟମାବଳୀ ଅନୁସରଣ କରନ୍ତୁ
ପ୍ରଥମ ସିଞ୍ଚନ ମେଶୀ
ବର୍ଗ ଗଠନ ସମୟରେ
ଦ୍ବିତୀୟ ସିଞ୍ଚନ ଡେନିଟୋଲ
ଫୁଲ ଫୁଟିବା ଆରମ୍ଭ ସମୟରେ
ତୃତୀୟ ସିଞ୍ଚନ ମେଶୀ
କଢ ହେବା ସମୟରେ
ଯଦି ଆପଣଙ୍କୁ ମେଶୀ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ
ସୁରକ୍ଷା ସମ୍ବନ୍ଧୀୟ ସୂଚନା:
***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.