ନେଚର ଡ଼ିପ କଣ?

ଦେଖନ୍ତୁ! କଣ ଆପଣ କେବେ ଭାବିଛନ୍ତି କି ଜଙ୍ଗଲରେ ବିନା କିଛି ଯତ୍ନରେ, କୌଣସି ଖତ ସାର ବିନା ହିଁ ଗଛ ଲତା କିଭଳି ବଢୁଛି? କିଭଳି ଏତେ ବଡ଼ ବଡ ମଜବୁତ ବୃକ୍ଷ ବଢି ଯାଉଛି?

ଏହାର କାରଣ ଜମିରେ ମିଳୁଥିବା ସୂକ୍ଷ୍ମ ଜୀବ ଏବଂ କିଛି ସୂକ୍ଷ୍ମ ଫଙ୍ଗସ ଉପକାରୀ ଜୀବାଣୁ ଯୋଗୁଁ। ଏଥିରୁ ଏକ ଫଙ୍ଗସ ହେଉଛି ମାଇକୋରାଇଯା ମାଇକୋରାଇଯା ଜମିରେ ଉପଲବ୍ଧ ସମସ୍ତ ତତ୍ବ ଗଛ କୁ ଯୋଗାଇଥାଏ, ଶୁଖୁଲା ପରିସ୍ଥିତି ରେ କିଛି ସୀମା ପର୍ଯ୍ୟନ୍ତ ପାଣି ମଧ୍ୟ ଉପଲବ୍ଧ । କରାଇଥାଏ । ମାଇକୋରାଇଯା ଜମି ରେ ସଡିଥିବା ପୋଷକ ତତ୍ବ ଗ୍ରହଣ କରିଥାଏ ଏବଂ ତୃଣ ର ଚେର ପର୍ଯ୍ୟନ୍ତ ପହଞ୍ଚାଇଥାଏ।

 

ନେଚର ଡ଼ିପ ସେହି ପ୍ରକୃତି ର ଆଶ୍ଚର୍ଯ୍ୟ ଅଟେ ଯାହା ଆମେ ଆପଣଙ୍କୁ ଏକ ପ୍ୟାକେଟ ରେ ଦେଇଛୁ । ଆସନ୍ତୁ ଆମର ଧରତୀ ଏବଂ । ଆମର ଗଛ କୁ ସେହି ପ୍ରକୃତି କୁ ଫେରାଇ ନେବା ଯେତେବେଳେ କୌଣସି ରାସାୟନିକ ଫସଲ ହେଉ ନ ଥିଲା, ଏବଂ ପରିବେଶ କୁ ସୁରକ୍ଷିତ ରଖୁଥାଏ

ମାଇକୋରାଇଜଲ କୁ ଗଛରୁ କାର୍ବନ ମିଳିଆଏ ଏବଂ ଏହା ବଦଳରେ ତାହା ଗଛ ପାଇଁ ଅଧୁକ 'ମାତ୍ରାରେ ନାଇଟ୍ରୋଜେନ, ଫସଫରସ ଏବଂ । ପାଣି ର ଉପଲବ୍ଧତା ବଢ଼ାଇ ଥାଏ।

ନେଚର ଡ଼ିପ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


କଦଳୀ -

ପ୍ରଥମ ପ୍ରେଚିଙ୍ଗ: ରୋପଣ ର 15 ଦିନରେ ନେଚର ଡ଼ିପ 200 ଗ୍ରାମ ପ୍ରତି ଏକର

ଦ୍ବିତୀୟ ପ୍ରେଚିଙ୍ଗ: ରୋପଣ ର 180 ଦିନରେ ନେଚର ଡ଼ିପ 200 ଗ୍ରାମ ପ୍ରତି ଏକର

ପନିପରିବା -

ପ୍ରଥମ ପ୍ରେଚିଙ୍ଗ: ରୋପଣ ର 8-10 ଦିନରେ ନେଚର ଡ଼ିପ 100 ଗ୍ରାମ ପ୍ରତି ଏକର

ଦ୍ବିତୀୟ ପ୍ରେଚିଙ୍ଗ: ରୋପଣ ର 40-45 ଦିନରେ ନେଚର ଡ଼ିପ 100 ଗ୍ରାମ ପ୍ରତି ଏକର

ଚିଲି -

ପ୍ରଥମ ପ୍ରେଚିଙ୍ଗ: ରୋପଣ ର 20-25 ଦିନରେ ' ନେଚର ଡ଼ିପ100 ଗ୍ରାମ ପ୍ରତି ଏକର

Sumitomo naturedeep Pack shot and icon

ଆପଣ କଣ ନେଚର ଡ଼ିପ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ନେଚର ଡ଼ିପ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ଯଦି ଆପଣ ନେଚର ଡ଼ିପ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ*

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.