ପାୟକ୍ରୋମ୍ କଣ ?

ପାୟକ୍ରୋମ୍ ହେଉଛି ଏକ ନୂଆ ପ୍ରକାରର କୀଟନାଶକ ଯାହା କପାସ ଫସଲରେ କାମ କରିଥାଏ। ଏହା ଧଳା ମାଛି, ଜେସିଡ ଓ ଆଫିଡକୁ ନିୟନ୍ତ୍ରଣ କରିଥାଏ।

କପା ର ରସ ଶୋଷୁଥିବା ପୋକର ସବୁ ଅବସ୍ଥା (ଅଣ୍ଡା, ଶିଶୁ ଓ ବୟସ୍କ ) ଗୁଡିକରେ କାମ କରିଥାଏ।

ପାୟକ୍ରୋମ୍ ପ୍ରୟୋଗର ଲାଭ


Sumitomo pyclome Pack shot and icon

ଧଳା ମାଛି, ଜେସିଡ ଓ ଆଫିଡ ପାଇଁ ବିଭିନ୍ନ ପ୍ରକାରର ଔଷଧ ମିଶାଇବାର ଆବଶ୍ୟକତା ନାହିଁ, ପାୟତ୍କାମ୍ ରେ ହିଁ ସବୁ କିଛି ରହିଛି।

ପାୟକ୍ରୋମ୍ ଏସଇ ଫର୍ମୁଲେସନରେ ପ୍ରସ୍ତୁତ ହୋଇଛି, ଯେଉଁଥିପାଇଁ ଏଥିରେ ବିଶେଷ ଗୁଣ ରହିଛି।

ପାୟକ୍ରୋମ୍ ପୋକର ସମସ୍ତ ଅବସ୍ଥା ଗୁଡିକୁ ପ୍ରଭାବିତ ଏବଂ ନିୟନ୍ତ୍ରିତ କରିଥାଏ।

ପାୟକ୍ରୋମ୍ ଫସଲକୁ ସବୁଜ ଏବଂ ସ୍ବସ୍ଥ ରଖିଥାଏ, ଯାହା ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଥାଏ।

ପାୟକ୍ରୋମ୍ ସବୁ ଦିଗରେ ପ୍ରଭାବ ପକାଇଥାଏ ଯାହା ପତ୍ର ଗୁଡ଼ିକରେ ଭେଦ କରି ଏବଂ ସମ୍ପୁଣ୍ଠ ଉଭିଦ୍ଦ ପ୍ରକ୍ରିୟାରେ ପ୍ରବେଶ କରି ରସ ଶୋସୁଥିବା ପୋକ ଗୁଡିକୁ ନିୟନ୍ତ୍ରଣ କରିଥାଏ।

ପାୟକ୍ରୋମ୍ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ପରିମାଣ : କପାସରେ ଏକର ପ୍ରତି 500-600 ମିଲିଲିଟର

ଉପଯୋଗର ଅବସ୍ଥା : କପାରେ ଧଳା ମାଛି, ଅଫିଡ ଏବଂ ଯାସିଡ୍ ଦେଖାଯିବା ଅବସ୍ଥାରେ ବ୍ୟବହାର କରନ୍ତୁ ।

କିଭଳି ଉପଯୋଗ କରିବେ : ସକାଳ ସନ୍ଧ୍ୟା (ଥଣ୍ଡା ସମୟରେ ) ରେ ଅତିକମରେ 200 ଲିଟର ପାଣିରେ ଔଷଧ ମିଶାଇ ଗୋଟିଏ' ଏକର ପାଇଁ ସିଞ୍ଚନ କରନ୍ତୁ ।

ଆପଣ କଣ ପାୟକ୍ରୋମ୍ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ପାୟକ୍ରୋମ୍ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ହରିୟାନା - 9996026168

ଉତ୍ତରପ୍ରଦେଶ - 9041912200

ପଞ୍ଜାବ - 7015538543

ବିହାର - 8295449292

ଛତିଶଗଡ଼ ¬ - 7999544266

ପଶ୍ଚିମ ବଙ୍ଗ - 9051277999

ଓଡିଶା - 9437965216

କର୍ଣ୍ଣାଟକ - 9620450266

ଆନ୍ଧ୍ରପ୍ରଦେଶ - 9949104441

ତେଲେଙ୍ଗାନା - 9949994797

ଯଦି ଆପଣ ପାୟକ୍ରୋମ୍ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ*

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.

Frequently Asked Questions

The Most Powerful Eliminator of Insects in Brinjal and Cotton Crops. Sumitomo Chemical's Pyclome is a new type of insecticide, which controls Whitefly, Jassids and Aphids in cotton and brinjal crops.

Pyclome is absorbed by the pests orally/dermally. It binds to the acetylcholine (ACh) receptor at the synapse. Acting as an agonist of ACh, it rapidly shows toxic/insecticidal activity.

  • Pyclome is a one-stop-solution. Hence no need to apply any kind of insecticide to protect the crops from Whitefly, Jassids and Aphids.
  • It contains SE formulation which makes it more special.
  • Effective control at all stages of the insect life cycle.
  • Keeps the crop green and healthy.
  • It has a translaminar action which is effective across the leaf and controls the sucking pests by entering the plant system.

Pyclome is Powered by Clothianidin 3.5% + Pyriproxyfen 8% SE.

500-600 ml per acre. Recommended dose of Pyclome can be mixed with 200 litres of water per acre and sprayed during cooler hours of the day.

Spray Pyclome at the stage of appearance of Whitefly, Jassids and Aphids.

ଯୋଗାଯୋଗ କରନ୍ତୁ