ସୁମି ବ୍ଲୁ ଡାୟମଣ୍ଡ TM କଣ?

ସୁମିଟୋମୋ କେମିକାଲ ଇଣ୍ଡିଆ ଲିମିଟେଡ ନୂଆ ଟେକ୍ନିକ ଏବଂ ପରିବର୍ତ୍ତନଶୀଳ ଉତ୍ପାଦ ନିର୍ମାଣ ସକାଶେ ସମଗ୍ର ଭାରତରେ ପ୍ରସିଦ୍ଧ। ସମଗ୍ର ବିଶ୍ବରେ ଉପଲବ୍ଧ ନିଜ ଗବେଷଣା କେନ୍ଦ୍ର ଗୁଡିକରେ କାର୍ଯ୍ୟରତ ବିଶ୍ବର ପ୍ରଖ୍ୟାତ ବୈଜ୍ଞାନିକ, ବର୍ଷ ବର୍ଷର ପରିଶ୍ରମ ପରେ କୌଣସି ଉତ୍ପାଦର ନିର୍ମାଣ କରିଥାଆନ୍ତି, ଯାହା ଭାରତୀୟ କୃଷକ ମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଥାଏ।

ସୁମି ବ୍ଲୁ ଡାୟମଣ୍ଡ TM ମଧ୍ୟ ଏଭଳି କଠୋର ପରିଶ୍ରମର ଫଳସ୍ୱରୂପ। ସୁମି ବ୍ଲୁ ଡାୟମଣ୍ଡକୁ ସୁମିଟୋମୋ କେମିକାଲ ର ଆମେରିକା ସ୍ଥିତ ସହାୟକ କମ୍ପାନୀ ଭେଲେଣ୍ଟ ବାୟୋସାଇନ୍ସ , ଯାହାକି ବିଶ୍ବର ସବୁଠାରୁ ବୃହତ୍ତ ଅର୍ଗାନିକ ଉତ୍ପାଦ ତିଆରି କରୁଥିବା କମ୍ପାନୀ ଭାବେ ଜଣାଶୁଣା ଦ୍ୱାରା ନିର୍ମାଣ କରାଯାଇଛି।


ସୁମି ବ୍ଲୁ ଡାୟମଣ୍ଡ TM ମିଳୁଥିବା ହର୍ମୋନକୁ ଧାନ ଗଛର ବିକାଶ କରିବା ପାଇଁ ତଥା ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ସମଗ୍ର ବିଶ୍ବରେ ବ୍ୟବହାର କରାଯାଉଛି। ଧାନର ପ୍ରଗତିଶୀଳ କୃଷକ ସୁମି ବ୍ଲୁ ଡାୟମଣ୍ଡକୁ ନିଜର ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥାଆନ୍ତି ଇବମା ଏହାର ଉପଯାଗାରେ ଅତ୍ୟନ୍ତ ସନ୍ତୁଷ୍ଟ ରହନ୍ତି।

ସୁମି ବ୍ଲୁ ଡାୟମଣ୍ଡ TM ର ବିଶେଷତା କଣ ?


ପେଟେଣ୍ଟ ଟେକ୍ନୋଲୋଜି

କେନ୍ଦ୍ରୀୟ କୀଟନାଶକ ବୋର୍ଡ ଦ୍ୱାରା ପ୍ରମାଣିତ

ଆମେରିକାରୁ ଆମଦାନୀ ହୋଇଥିବା ସକ୍ରିୟ ସାମଗ୍ରୀ

ସ୍ୱତନ୍ତ୍ର ନିରୂପଣ

ସହଜ ଭାବେ ଉପଯୋଗ

ମାଟି ଏବଂ ପରିବେଶ ପାଇଁ ସୁରକ୍ଷିତ

Sumi Blue Diamond Pack shot and icon

ସୁମି ବ୍ଲୁ ଡାୟମଣ୍ଡ TM ର ଫାଇଦା କଣ?


ଧାନ ଫସଲର ଉଚିତ ବିକାଶ - ଧାନ ଫସଲର ପ୍ରାରମ୍ଭିକ ଅବସ୍ଥାରେ ଉଦ୍ଭିଦ ଗୁଡିକର ସମ୍ପୂର୍ଣ୍ଣ ବିକାଶ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ I ସମ୍ପୂର୍ଣ୍ଣ ବିକାଶ ଧାନ ଗଛ ଗୁଡିକର ଖାଦ୍ୟ ପ୍ରସ୍ତୁତିକରଣ ପ୍ରକ୍ରିୟାକୁ ବୃଦ୍ଧି କରାଇବାରେ ସହାୟତା କରିଥାଏ.

ସୁମି ବ୍ଲୁ ଡାୟମଣ୍ଡ TM ର ଉପଯୋଗ ଦ୍ୱାରା ଧାନ ଉଦ୍ଭିଦ ଗୁଡିକରେ ସବୁଜତା ବୃଦ୍ଧି ପାଇଥାଏ ତଥା ଉଦ୍ଭିଦ ଗୁଡିକର ଆକାର ବଢିଥାଏ ଏବଂ ଉଦ୍ଭିଦ ଗୁଡିକର ସମ୍ପୂର୍ଣ୍ଣ ବିକାଶ ହୋଇଥାଏ

ସୁମି ବ୍ଲୁ ଡାୟମଣ୍ଡ TM ଦ୍ୱାରା ଧାନ ଗଛ ଗୁଡିକରେ ଧାନ କନ୍ଦା ସଂଖ୍ୟା ବଢିଥାଏ I ଧାନ କନ୍ଦା ଗୁଡିକର ଉତ୍ପତ୍ତି ସାଧାରଣତଃ ରୋପଣର ତିରିଶରୁ ଚାଳିଶ ଦିନ ପରେ ହୋଇଥାଏ I ଧାନରେ ପ୍ରାଥମିକ କନ୍ଦା ମୁଖ୍ୟ ଗଛରୁ ଏକ ବିକଳ୍ପ ଆକାରରେ ବାହାରିଥାଏ I ପ୍ରାଥମିକ କନ୍ଦା ସବୁଠାରୁ ତଳ ଭାଗରୁ ଉତ୍ପନ୍ନ ହୋଇଥାଆନ୍ତି ଏବଂ ଏହାର ଦ୍ଵିତୀୟକ କନ୍ଦା ଗୁଡିକୁ ଜନ୍ମ ଦେଇଥାଆନ୍ତି I ଦ୍ଵିତୀୟକ କନ୍ଦା ତୃତୀୟକ କନ୍ଦା ଗୁଡିକୁ ନିର୍ମାଣ କରିଥାଆନ୍ତି I

ପ୍ରତ୍ୟେକ ଧାନ କନ୍ଦା ଏକ ସ୍ୱତନ୍ତ୍ର ଗଛ ଏବଂ ସୁମି ବ୍ଲୁ ଡାୟମଣ୍ଡ ର ବ୍ୟବହାର ଦ୍ୱାରା ଧାନକନ୍ଦା ଗୁଡିକର ବୃଦ୍ଧି ହୋଇଥାଏ, ଯାହାଦ୍ୱାରା ଫୁଲଫଳ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ I

ସୁମି ବ୍ଲୁ ଡାୟମଣ୍ଡ TM ର ପରିଣାମ


Sumi Blue Diamond in Paddy Crop

Sumi Blue Diamond in Paddy Crop

Sumi Blue Diamond in Paddy Crop

ସୁମି ବ୍ଲୁ ଡାୟମଣ୍ଡ TM ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ସୁମି ବ୍ଲୁ ଡାୟମଣ୍ଡ TM ର ଉପଯୋଗର ପରିମାଣ - ଧାନରେ ସୁମି ବ୍ଲୁ ଡାୟମଣ୍ଡ TM ର ଉପଯୋଗ 5 କିଲୋ ପ୍ରତି ଏକର କରନ୍ତୁ.

ସୁମି ବ୍ଲୁ ଡାୟମଣ୍ଡ TM ଉପଯୋଗର ସମୟ - ସୁମି ବ୍ଲୁ ଡାୟମଣ୍ଡ TM ର ଉପଯୋଗ ଧାନ ରୋପଣର 15 ରୁ 30 ଦିନ ଭିତରେ କରନ୍ତୁ.

ଡି ଏସ ଆର ଧାନରେ ସୁମି ବ୍ଲୁ ଡାୟମଣ୍ଡ TM ର ଉପଯୋଗ ଧାନ ରୋପଣର 30 ରୁ 40 ଦିନ ଭିତରେ କରନ୍ତୁ.

ସୁମି ବ୍ଲୁ ଡାୟମଣ୍ଡ TM ଉପଯୋଗ କରିବା ନିୟମ - ସୁମି ବ୍ଲୁ ଡାୟମଣ୍ଡ TM ର ସୁପାରିଶ କରାଯାଇଥିବା ପରିମାଣକୁ ଖତ ସହ ତଥା ଏକାକୀ ଛିଟା ପକାଇବା ଜରିଆରେ ଉପଯୋଗ କରିପାରିବେ.

ସୁମି ବ୍ଲୁ ଡାୟମଣ୍ଡ TM ଉପଯୋଗରେ ସାବଧାନତା - ସର୍ବୋତ୍ତମ ଫଳାଫଳ ସକାଶେ ପରାମର୍ଶ ଦିଆଯାଇଥିବା ଅନୁସାରେ ସୁମି ବ୍ଲୁ ଡାୟମଣ୍ଡ TM ର ସଠିକ ପରିମାଣ ବ୍ୟବହାର କରନ୍ତୁ.

ସୁମି ବ୍ଲୁ ଡାୟମଣ୍ଡ TM ର ଉପଯୋଗ କେବଳ ଛିଟା ପକାଇ କରନ୍ତୁ.

ଆପଣ କଣ ସୁମି ବ୍ଲୁ ଡାୟମଣ୍ଡ TM ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ସୁମି ବ୍ଲୁ ଡାୟମଣ୍ଡ TM କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ଯଦି ଆପଣ ଧାନ ଫସଲ ଏବଂ ସୁମି ବ୍ଲୁ ଡାୟମଣ୍ଡ TM ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ -

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.