ଟାବୋଲି କ’ଣ?

ଟାବୋଲି ଗୋଟିଏ ଅତ୍ୟାଧୁନିକ ଟେକ୍ଲିକ ଦ୍ବାରା ତିଆରି ହୋଇଥିବା ଔଷଧ ଯାହାକୁ ସୁମିଟୋମୋ ରସାୟନର ବୈଜ୍ଞାନିକମାନେ ଅନେକ ବର୍ଷର କଠିନ ପରିଶ୍ରମରେ ତିଆରି କରିଛନ୍ତି । ଟାବୋଲି ଗଛରେ ଅଧୁକ ମାତ୍ରାରେ ଫୁଲ ଫୁଟାଇବାର ପ୍ରକ୍ରିୟାକୁ ବୃଦ୍ଧି କରାଇଥାଏ ଯାହାଦ୍ବାରା ଅଧୁକରୁ ଅଧୁକ ଫୁଲ ହୋଇଥାଏ, ଅଧୁକ ଫୁଲ । । ଅର୍ଥାତ ଅଧୁକ ଫସଲ । ଟାବୋଲିର ଉପଯୋଗ ଦ୍ବାରା ଫୁଲ ଅଧ୍ବକ ପ୍ରସ୍ତୁତ ହୋଇଥିବା ଯୋଗୁଁ ଅତ୍ୟକ ପରିମାଣରେ ଉତ୍ପାଦନ ବୃଦ୍ଧି ପାଇଥାଏ ।

ଟାବୋଲି ଏକ ପ୍ରଣାଳୀଗତ ଉଭିଦ ହର୍ମୋନ ଯାହା ଉଭିଦର ପରାଗ ରେଣୁ କିମ୍ବା କଣିକା ଗୁଡିକ ଦ୍ୱାରା ପୂରା ଉଭିଦର ବିଚ୍ଛୁରିତ ହୋଇଥାଏ । ଫୁଲ ଆସିବା ସମୟରେ ଟାବୋଲି ଉଭିଦର ଅଧ୍ବକରୁ ଅଧୁକ ଫୁଲ ଉତ୍ପନ୍ନ କରାଇଥାଏ ଏବଂ ଫୁଲ ଝଡିବା ମଧ୍ୟ ରୋକିଥାଏ।

ଟାବୋଲି କିଭଳି ଭାବେ କାମ କରିଥାଏ ?


ଉଭିଦ ଗୁଡିକରେ ଟାବୋଲିର ସିଞ୍ଚନ ହେବାକ୍ଷଣି, ଉଭିଦ ଗୁଡିକର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଟାବୋଲି ନିଜେ ନେଇଯାଏ । ଉଭିଦ ଗୁଡିକରେ ଯେତେବେଳେ ଫୁଲ ଆସିବା ସମୟ ରହିଥାଏ ସେତେବେଳେ, ଉଭିଦ ଗୁଡିକୁ ଟାବୋଲିରୁ ମିଳୁଥିବା ତତ୍ତ୍ୱ ଗୁଡିକର ଆବଶ୍ୟକତା ହୋଇଥାଏ ଯାହା ଉଭିଦ ଅନେକଥର ନିଜେ ପ୍ରସ୍ତୁତ କରିପାରିନଥାଏ ଏବଂ ଅନେକଥର ଉଭିଦ ଗୁଡିକର ଶକ୍ତି ଓ ଭୋଜନର ସଠିକ ଉପଯୋଗ ନହୋଇପାରି ଉଭିଦ ଅଧୁକ ବୃଦ୍ଧି ତ ପାଇଥାଏ କିନ୍ତୁ ସେଥିରେ ଫୁଲ ହୋଇପାରିନଥାଏ।

ଟାବୋଲି ଏହି ସବୁ ପ୍ରକାର କ୍ରିୟାକୁ ନିୟନ୍ତ୍ରିତ କରି ଫୁଲ ଆସିବା ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ ଯେଉଁ କାରଣରୁ ଉଭିଦ ଗୁଡିକରେ ଫୁଲ ସଠିକ ସମୟରେ ଆସିଥାଏ ଏବଂ ଫୁଲ ଗୁଡିକର ସଂଖ୍ୟା ଅଧୁକ ହୋଇଥାଏ।

ଟାବୋଲିର ଉପଯୋଗ ଦ୍ଵାରା ଫୁଲ ଝଡ଼ିବା ମଧ୍ୟ କମ ହୋଇଥାଏ।

ଟାବୋଲିର ଫଳାଫଳ |


Beautiful Results of Sumitomo Taboli in Red Gram

Beautiful Results of Sumitomo Taboli in Red Gram

ଟାବୋଲିର ଫାଇଦା


ଟାବୋଲି ଉଭିଦ ଗୁଡିକରେ ଫୁଲ ର ସଂଖ୍ୟା ବୃଦ୍ଧି ପାଇଥାଏ।

ଟାବୋଲି ଉଭିଦ ଗୁଡିକରେ ଅଧୁକରୁ ଅଧୁକ ଶାଖା ପ୍ରସ୍ତୁତ ହୋଇଥାଏ।

ଟାବୋଲି ଉଭିଦ ଗୁଡିକରେ ଅଧୁକ ଶାଖା, ଅଧୁକ ଫୁଲ ମଧ୍ୟ ହୋଇଥାଏ।

ଟାବୋଲି ଉଭିଦ ଗୁଡିକୁ ମଜବୁତ କରିଥାଏ ଏବଂ ଉଭିଦ ଗୁଡିକୁ ପଡିଯିବାକୁ ଦେଇ ନଥାଏ।

ଟାବୋଲିର ଉପଯୋଗ କରିବା ଦ୍ଵାରା ଫଳ ଗୁଡିକର ଓଜନ ବଢିଥାଏ ଏବଂ ଉତ୍ପାଦନ ଅଧୁକ ହୋଇଥାଏ।

Sumitomo Taboli Pack shot and icon

ଟାବୋଲିର ଉପଯୋଗ ।


ପରିମାଣ - 30-40 ମିଲିଲିଟର / ଏକର

ସମୟ - ଫୁଲ ଆସୁଥିବା ସମୟରେ ଟାବୋଲି ଉପଯୋଗ କରାଯିବା ଉଚିତ

ସତର୍କତା - ସର୍ବୋତ୍ତମ ଫଳାଫଳ ପାଇଁ, ଟାବୋଲିର ସମ୍ପୂର୍ଣ୍ଣ ପରାମର୍ଶିତ ଡୋଜ୍ ବ୍ୟବହାର କରନ୍ତୁ |

ଆପଣ ଟାବୋଲି ବ୍ୟବହାର କରିବାକୁ ପସନ୍ଦ କରନ୍ତି କି?

ଟୋବୋଲି ପାଇଁ ଯୋଗାଯୋଗ କରନ୍ତୁ |

ଯଦି ଆପଣ ଟାବୋଲି ସହିତ ଜଡିତ ଅଧିକ ସୂଚନା ଚାହୁଁଛନ୍ତି, ଦୟାକରି ଆପଣଙ୍କର ଫୋନ୍ ନମ୍ବର ଏବଂ ଜିଲ୍ଲା ପ୍ରବେଶ କରନ୍ତୁ *

*Your privacy is important to us. We will never share your information

Safety Tips: Safety Tip

***The information provided on this website is for reference only. Always refer to the product label and the leaflet for full description and instructions for use.