ତାରିଫ କଣ?

ତାରିଫ, ଫସଲ ବୃଦ୍ଧି ଓ ବିକାଶ ପାଇଁ ଏକ ଜୈବିକ ଉତ୍ପାଦ ଯାହା ଏକ ସ୍ଥିର ଏବଂ ଉତ୍ତମ ଭାବେ ସନ୍ତୁଳିତ ସୂତ୍ରୀକରଣ ଯେଉଁଥୁରେ ଜିବ୍ରେଲିକ ଏସିଡ, ସାମୁଦ୍ରିକ ଶୈବାଳ ଦ୍ରବ୍ୟ ଓ ସୂକ୍ଷ୍ମ ପୋଷକ ତତ୍ତ୍ବ ସାମିଲ ଅଛି । ତାରିଫ, ଉଭିଦ୍ଦ ଗୁଡିକର ହୋଇଥାଏ। ତାରିଫ, ଫସଲର ଉତ୍ପାଦନ ସହିତ ଉତ୍ପାଦର ଗୁଣାତ୍ମକ ମାନକୁ ମଧ୍ୟ ବୃଦ୍ଧି କରିଥାଏ।

ଫସଲ ଗୁଡିକରେ ପୋଷକ ତତ୍ତ୍ବ ଗୁଡିକର ଉପଲବ୍ଧତା ସୁନିଶ୍ଚିତ କରିଥାଏ, ଫସଲ ଗୁଡିକର ବିକାଶକୁ ପ୍ରୋତ୍ସାହିତ ଓ ନିୟମିତ କରିଥାଏ, ଏକ ସମାନ ବୃଦ୍ଧି ସହିତ ଉନ୍ନତ ଗୁଣାତ୍ମକ ମାନ ଏବଂ ଅଧିକ ଉତ୍ପାଦନ କ୍ଷମତା

ତାରିଫର ଲାଭ


Sumitomo Tareef Pack shot and icon

ତାରିଫ ବିଭିନ୍ନ ବିକାଶ ପର୍ଯ୍ୟାୟରେ ଉଦ୍ଭଦ୍ଦ ଗୁଡିକରେ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ବ ଗୁଡିକର ଉପଲବ୍ଧତା ସୁନିଶ୍ଚିତ କରିଥାଏ।

ତାରିଫ ପତ୍ର ଗୁଡିକରେ କ୍ଲୋରୋଫିଲ ସାମଗ୍ରୀ ଏବଂ ଖାଦ୍ୟ ପ୍ରସ୍ତୁତି କରଣ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ।

ତାରିଫ ଫସଲରେ ଚାପ ସହିଷ୍ଣୁତା ସ୍ତର ବଢାଇଥାଏ।

ତାରଫ ଉଦ୍ଭଦ୍ଦର ସମଭାବେ ବୃଦ୍ଧି କରିବା ସହ ଫୁଲ ଓ ଫଳ ସଂଖ୍ୟା ବୃଦ୍ଧିକୁ ସୁନିଶ୍ଚିତ କରିଥାଏ।

ତାରିଫର ଉପଯୋଗ ସବୁ କୀଟନାଶକ, ଶିଉଳୀ ନାଶକ ଏବଂ ଉର୍ବରକ ଗୁଡିକ ସହିତ କରାଯାଇପାରିବ।

ତାରିଫ ର ପ୍ରୟୋଗର ନିୟମ ଓ ପରିମାଣ କଣ ?


ଫସଲ ଗୁଡିକର ସୁପାରିଶ - ଅଙ୍ଗୁର, କପା, କଦଳୀ, ଆଖୁ (ଲଗାଯାଇଥିବା), ଧାନ, ପତ୍ରକୋବି / ଫୁଲକୋବି, ପିଆଜ, ବାଇଗଣ, ଭେଣ୍ଡି, ଚିନାବାଦାମ ଏବଂ ମଲବେରୀ ଇତ୍ୟାଦି ଫସଲରେ ତାରିଫର ସିଞ୍ଚନ କରିବାକୁ ସୁପାରିଶ କରାଯାଇଛି।

ପରିମାଣ ଓ ସିଞ୍ଚନର ସମୟ -

ଏକର ପ୍ରତି 25 0 - 3 0 0 ମିଲିଲିଟର ପରିମାଣରେ ତାରିଫ ସିଞ୍ଚନ କରାଯିବା ଉଚିତ।

ତାରିଫର 2-3 ସ୍ପ୍ରେ କରିବା ପାଇଁ ନିମ୍ନ ଅନୁସାରେ ସୁପାରିଶ କରାଯାଇଥାଏ।

ତାରିଫର ସର୍ବୋତ୍ତମ ପରିଣାମ ପାଇଁ, ସ୍ପେ ସମୟରେ ସିୟୋରଶଟକୁ ନିହାତି ମିଶାନ୍ତୁ।

ଉପଯୋଗ -

ସିଞ୍ଚନ ଫସଲ ଅବସ୍ଥା ପ୍ରଭାବ
ପ୍ରଥମ ସ୍ବେ ଶାଖା ପ୍ରଶାଖା ଗୁଡିକର ବିକାଶ ଉନ୍ନତ ଶାଖା ଗୁଡିକରେ ଗଣ୍ଠି ଓ କୋଷ (ବୁଦାଳିଆ) ବିକାଶ
ଦ୍ବିତୀୟ ସ୍ବେ ଫୁଲ ଫୁଟିବା ଆରମ୍ଭ ଅଧୂକ ଫୁଲ ଓ ଉନ୍ନତ ଫଳ ହେବା
ତୃତୀୟ ଶ୍ରେ ଫଳ ଗୁଡିକର ବିକାଶ ଫଳ ଗୁଡିକର ଏକାଭଳି ଆକାର, ରଙ୍ଗ ଏବଂ ଉନ୍ନତ ଉତ୍ପାଦନ ପରିମାଣ ପାଇଁ

ଆପଣ କଣ ତାରିଫ ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ତାରିଫ କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ - 9111009302

ଉତ୍ତରପ୍ରଦେଶ - 8979392871

ଗୁଜୁରାଟ - 9426046314

ପଞ୍ଜାବ, ହରିୟାଣା, J&K, ହିମାଚଳ ପ୍ରଦେଶ - 8427690459

ତାମିଲନାଡୁ, କେରଳ - 8940772393

ପଶ୍ଚିମବଙ୍ଗ, ଆସାମ - 9088914521

କର୍ଣ୍ଣାଟକ - 8940772393

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା - 9393936177

ମହାରାଷ୍ଟ୍ର - 9112227907

ଓଡ଼ିଶା - 9088914521

ଯଦି ଆପଣ ତାରିଫ ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ *

*Your privacy is important to us. We will never share your information

ସୁରକ୍ଷା ସମ୍ବନ୍ଧୀୟ ସୂଚନା: Safety Tip

***ଏହି ୱେବସାଇଟରେ ଦିଆଯାଇଥିବା ସୂଚନା କେବଳ ସୂଚିତ କରାଇବାକୁ ଦିଆଯାଇଛି, ଉପଯୋଗ ପାଇଁ ସମ୍ପୂର୍ଣ୍ଣ ବିବରଣ ଓ ନିର୍ଦ୍ଦେଶ ସକାଶେ ସର୍ବଦା ଉତ୍ପାଦ ଲେବୁଲ ଏବଂ ସେଥିରେ ଥିବା ଲିଫଲେଟ୍ ଦେଖନ୍ତୁ.
ଯୋଗାଯୋଗ କରନ୍ତୁ