Excalia Max® Main Banner odiya

ପ୍ରିୟ ଚାଷୀଭାଇ ମାନେ,

କବକ ରୋଗ ଫସଲ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରେ ଏବଂ ପ୍ରଚୁର ଆର୍ଥିକ କ୍ଷତି ଘଟାଏ। କବକ ରୋଗଗୁଡ଼ିକ ପତ୍ର, କାଣ୍ଡ, ଫୁଲ ଏବଂ ଫଳକୁ ପ୍ରଭାବିତ କରି ଚାଷୀମାନଙ୍କର ଅମଳ, ଗୁଣବତ୍ତା ଓ ଆୟକୁ ପ୍ରଭାବିତ କରିଥାଏ । କବକ ପରିବର୍ତ୍ତନଶୀଳ ଓ ପ୍ରତିରୋଧୀ ହୋଇଯାଏ, ତେଣୁ କବକ ରୋଗ ପରିଚାଳନା କରିବା କଷ୍ଟସାଧ୍ୟ ହୋଇଥାଏ । ଏହି ଦୃଷ୍ଟିରୁ ରୋଗ ପରିଚାଳନା ପାଇଁ ପରିବର୍ତ୍ତନ ହେବା ତଥା ନୂତନ ଉଦ୍ଭାବନକାରୀ କବକନାଶକକୁ ଆପଣେଇବା ଅତ୍ୟନ୍ତ ଜରୁରୀ ।

ଭାରତରେ ଫସଲର ସୁରକ୍ଷା ସମ୍ବନ୍ଧୀୟ ରାସାୟନର ଉତ୍ପାଦନରେ ଗୋଟିଏ ପ୍ରସିଦ୍ଧ ନାମ ସୁମିଟୋମୋ କେମିକାଲ ଇଣ୍ଡିଆ ଲିମିଟେଡ (ଏସସିଆଇଏଲ) କୃଷକ ମାନଙ୍କୁ ଅତ୍ୟାଧୁନିକ ନୂତନ ଉତ୍ପାଦ ପ୍ରଦାନ କରିବା ପାଇଁ କଠୋର ପରିଶ୍ରମ କରୁଛି, ଏହି ଅଧ୍ୟାୟରେ ଏସସିଆଇଏଲ ଏକୁ ନୂତନ ପିଢୀର ଫିମ୍ପିନାଶକ କୃଷକ ମାନଙ୍କ ସେବାରେ ଲଞ୍ଚ କରିଛି। ଏକ୍ସକାଲିଆ ମ୍ୟାକ୍ସ" | ଇଣ୍ଡିଙ୍କିନ ର ଶକ୍ତି ଦ୍ୱାରା ସଂଚାଳିତ, ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ କରାଯାଉଛି।

ଏକ୍ସକାଲିଆ ମ୍ୟାକ୍ସ® | ଇଣ୍ଡିଙ୍କିନ™ ର ଶକ୍ତି ଦ୍ବାରା ସଂଚାଳିତ, ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ କରାଯାଉଛି I

ଏକ୍ସକାଲିଆ ମ୍ୟାକ୍ସ®

ଇଣ୍ଡିଙ୍କିନ™ ର ଶକ୍ତି ଦ୍ବାରା ସଂଚାଳିତ

ଭବିଷ୍ୟତର ଆରମ୍ଭ...

ଏକ୍ସକାଲିଆ ମ୍ୟାକ୍ସ® । ଇଣ୍ଡିଙ୍କିନ ର ଶକ୍ତି ଦ୍ବାରା ସଂଚାଳିତ ଏକ ଜାପାନୀ ନୂଆ ଉତ୍ପାଦ ଯାହା ବ୍ରାଜିଲ, ଆର୍ଜେଣ୍ଟିନାରେ ନିଜର କ୍ଷମତା ପ୍ରମାଣିତ କରିଛି ଏବଂ ବର୍ତ୍ତମାନ ଏହାକୁ ଭାରତରେ ଲଞ୍ଚ କରାଯାଉଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜାପାନୀ ପ୍ରଯୁକ୍ତିବିଦ୍ୟା ଏକ ପ୍ରସିଦ୍ଧ ନାମରେ ପରିଚିତ । ଏକ୍ଜିକାଲିଆ ମ୍ୟାକ୍ସ (R) ସହିତ ବିଶ୍ବସନୀୟ ଏବଂ ଭରସାଯୋଗ୍ୟ ଜାପାନୀ ପ୍ରଯୁକ୍ତିବିଦ୍ୟାର ସମୃଦ୍ଧ ଐତିହ୍ୟ ସଂଯୁକ୍ତ ରହିଛି।

ଏକ୍ସକାଲିଆ ମ୍ୟାକ୍ସ® - କାହିଁକି?

  • ଦୃଢ ଓ ଶକ୍ତିଶାଳୀ ଫସଲ
  • ଉନ୍ନତ ଫାଇଟୋଟୋନିକ୍ ପ୍ରଭାବ
  • ପ୍ରଭାବଶାଳୀ ରୋଗ ନିୟନ୍ତ୍ରଣ
Excalia Max® Logo odiya

ଅଦ୍ବିତୀୟ ବିଶେଷ ଗୁଣ

Excellia Max properties

ଦୁଇଟି ଘଟକଙ୍କର ଆପୋଷ ତାଳମେଳ

ଦୁଇଟି ସକ୍ରିୟ ତତ୍ତ୍ଵ ପରସ୍ପର ସହିତ ତାଳମେଳ ସହ କାମ କରୁଛନ୍ତି ଏବଂ ରୋଗ ପ୍ରବନ୍ଧନ ପାଇଁ ଉନ୍ନତ ସମାଧାନ ପ୍ରଦାନ କରିଥାଆନ୍ତି ।

Excellia Max properties

ଦୁଇଗୁଣର କାର୍ଯ୍ୟପ୍ରଣାଳୀ

ଏକ୍ସକାଲିଆ ମ୍ୟାକ୍ସ ଫଙ୍ଗସର ଏହି ଅଙ୍ଗ ଗୁଡିକ ଉପରେ କାମ କରିଥାଏ । i. ଫଙ୍ଗସ ର ଶୋଷଣ, ii. ଫଙ୍ଗସ ର କୋଷିକା ଆବରଣ

Excellia Max properties

ଉଭିଦ ଭିତରେ ଏବଂ ଆର-ପାର ଯିବା ଆସିବା

ଏକ୍ସକାଲିଆ ମ୍ୟାକ୍ସ ଟ୍ରାନ୍ସଲେମିନାର ପ୍ରକାରେ ଚାଲିଥାଏ ଯାହା ପତ୍ରର ଉପର ଓ ତଳ ସ୍ତରକୁ ରକ୍ଷା କରିଥାଏ । ଏଥୁସହ ଜାଇଲମ ମୋବାଇଲ ହୋଇଥିବାରୁ ଏହା ଉଭିଦ ଭିତରେ ଦ୍ରୁତଭାବେ ସମ୍ପୂର୍ଣ୍ଣ ପତ୍ରର ସୁରକ୍ଷା ବଢାଇଥାଏ ।

Excellia Max properties

ତୁରନ୍ତ ଭିତର ଶୁଖାଇଦିଏ

ଏକ୍ସକାଲିଆ ମ୍ୟାକ୍ସ ଉପଯୋଗର 2 ଘଣ୍ଟା ଭିତରେ ଉଭିଦ ଭିତରେ ଦ୍ରୁତଭାବେ ପ୍ରବେଶ କରିଥାଏ

ଏକ୍ସକାଲିଆ ମ୍ୟାକ୍ସ® ପାଇଁ 3ଟି ପସନ୍ଦ

3 Tips for Excellia Max

ପ୍ରଥମ ପସନ୍ଦ

ସଠିକ ଫସଲ ଓ ଠିକ ରୋଗ

3 Tips for Excellia Max

ଦ୍ବିତୀୟ ପସନ୍ଦ

ରୋଗର ପ୍ରାରମ୍ଭିକ ପ୍ରସ୍ତୁତି

3 Tips for Excellia Max

ତୃତୀୟ ପସନ୍ଦ

ପରିମାଣ 200 ମି.ଲି./ ଏକର

ଏକ୍ସକାଲିଆ ମ୍ୟାକ୍ସ® ର ଲାଭ

Excellia Max benefits

ଦୃଢ ଓ ଶକ୍ତିଶାଳୀ ଫସଲ

Excellia Max benefits

ଉନ୍ନତ ଫାଇଟୋଟୋନିକ୍ ପ୍ରଭାବ

Excellia Max benefits

ପ୍ରଭାବଶାଳୀ ରୋଗ ନିୟନ୍ତ୍ରଣ

ଏକ୍ସକାଲିଆ ମ୍ୟାକ୍ସ®-ପ୍ରୟୋଗ କରିବାର ନିୟମ

ପ୍ରତି ଏକର ପରିମାଣ: 200 ମି.ଲି.

ଉପଯୋଗର ସମୟ:

ପ୍ରଥମ ସିଞ୍ଚନ: 45-60 ଫୁଲ ଫୁଟିବା, ଦ୍ବିତୀୟ ସିଞ୍ଚନ: 61-75 ଫଳ ଦେବାର ଆରମ୍ଭ

ଟିପ୍ପଣୀ: ପ୍ରଥମ ସିଞ୍ଚନର 10 ଦିନ ପରେ ଦ୍ବିତୀୟ ସିଞ୍ଚନ କରନ୍ତୁ ।

Method of use and dosage of Excalia Max®

ଆପଣ କଣ ଏକ୍ସକାଲିଆ ମ୍ୟାକ୍ସ® ବ୍ୟବହାର କରିବାକୁ ଚାଁହୁଁଛନ୍ତି ?

ଯଦି ଆପଣଙ୍କୁ ଏକ୍ସକାଲିଆ ମ୍ୟାକ୍ସ® କିଣିବାର ଅଛି ତେବେ ସମ୍ପର୍କ କରନ୍ତୁ

ଯଦି ଆପଣ ଏକ୍ସକାଲିଆ ମ୍ୟାକ୍ସ® ସମ୍ବନ୍ଧିତ ଅଧିକ ସୂଚନା ଜାଣିବାକୁ ଚାଁହୁଁଛନ୍ତି ତେବେ ଦୟାକରି ନିଜର ଫୋନ୍ ନମ୍ବର ଓ ଜିଲ୍ଲା ନାମ ଲେଖନ୍ତୁ -

*ଆମେ ଆପଣଙ୍କର ଗୋପନୀୟତାକୁ ମୂଲ୍ୟ ଦେଉଛୁ। ଏହି ଫର୍ମ ସବମିଟ୍ କରି, ଆପଣ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ (ନାମ, ଫୋନ୍, ଜିଲ୍ଲା) ସଂଗ୍ରହ କରିବା ଓ ପ୍ରୟୋଗ କରିବା ପାଇଁ ସମ୍ମତି ଦେଉଛନ୍ତି, ଯାହା ଆପଣଙ୍କୁ ଉତ୍ପାଦ ସମ୍ବନ୍ଧୀୟ ସୂଚନା ଅଦ୍ୟତନ ଦେବା ପାଇଁ ବ୍ୟବହୃତ ହେବ। ଆପଣଙ୍କର ତଥ୍ୟ 365 ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ଏବଂ ଆପଣଙ୍କର ସମ୍ମତି ବିନା କୌଣସି ତୃତୀୟ ପକ୍ଷ ସହିତ ସେୟାର୍ କରାଯିବ ନାହିଁ।

*ଆପଣଙ୍କର ଅଧିକାର ଅଛି ଆପଣଙ୍କର ତଥ୍ୟକୁ ପ୍ରବେଶ କରିବା, ସୁଧାରିବା କିମ୍ବା ହଟାଇବା, ଏବଂ କୌଣସି ସମୟରେ ସମ୍ମତି ପଛେଇବା। ଏହା ପାଇଁ ଆପଣ ଆମର ଡାଟା ପ୍ରୋଟେକ୍ସନ୍ ଅଫିସରଙ୍କୁ customer_service@sumichem.co.in ଠିକଣାରେ ସମ୍ପର୍କ କରିପାରିବେ।

Safety Tips: Safety Tip

**ଏହି ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା କେବଳ ସନ୍ଦର୍ଭ ପାଇଁ। ପୂର୍ଣ୍ଣ ବିବରଣୀ ଓ ବ୍ୟବହାର ନିର୍ଦ୍ଦେଶ ପାଇଁ ସଦା ପ୍ରୋଡକ୍ଟ୍ ଲେବେଲ୍ ଓ ପତ୍ରିକାକୁ ଦେଖନ୍ତୁ।
Contact