ହାରୁ କ’ଣ?

କଣ ଆପଣ ଆଜି ମଧ୍ୟ ପୁରୁଣା ଯୁଗର ଫିମ୍ପି ନାଶକ ବ୍ୟବହାର କରୁଛନ୍ତି କି? ଫସଲରେ ଆଜିକାଲି ନୂଆ ଧରଣର ରୋଗ ଅତ୍ୟନ୍ତ କ୍ଷତି କରୁଛନ୍ତି. ଏହି ଫିମ୍ପି ଜନିତ ରୋଗ ଗୁଡିକୁ ପୁରୁଣା ଯୁଗର ଫିମ୍ପି ନାଶକ ରୋକି ପାରୁ ନାହାଁନ୍ତି ଯାହାଦ୍ବାରା କୃଷକ ଭାଇମାନଙ୍କର ବ୍ୟାପକ କ୍ଷତି ଘଟିବା ସହ ଫସଲର ଉତ୍ପାଦନ ମଧ୍ୟ ହ୍ରାସ ପାଇଯାଉଛି.

ନୂଆ ଯୁଗର ରୋଗ ଗୁଡିକୁ ଆଧୁନିକ ଔଷଧ ଦରକାର. ହାରୁ ହେଉଛି ଏକ ବହୁଳ ବ୍ୟବହୃତ ଫିମ୍ପି ନାଶକ ଯାହାକି ଦୁଇଟି ଅଭୁତ ଔଷଧର ମିଶ୍ରଣ, ଏଥିରେ ସଲଫର ଏବଂ ଟେବୁକୋନାଜୋଲ ରହିଛି. ହାରୁ ହେଉଛି ନୂତନ ଯୁଗର ଫିମ୍ପି ନାଶକ ଯାହା ଆଜିର ପରିସ୍ଥିତିରେ ପ୍ରାୟ ସମସ୍ତ ଫସଲରେ କ୍ଷତି ଘଟାଉଥିବା ଫିମ୍ପି ନାଶ କରିଥାଏ.

ଫସଲ କଳା-ହଳଦିଆ ହେବାରୁ ବଞ୍ଚାନ୍ତୁ - ହାରୁ


Sumitomo Haru Pack shot and icon

ହାରୁ ରୋଗ ଆସିବା ପୂର୍ବରୁ ଏବଂ ରୋଗ ଆସିବା ପରେ, ଉଭୟ ଅବସ୍ଥାରେ କାମ କରିଥାଏ

ହାରୁ ଫସଲ ଭିତରକୁ ଯାଇ, ସଂସ୍ପର୍ଶରେ ଆସିବା ଦ୍ଵାରା ଫିମ୍ପିକୁ ସମସ୍ତ ଅବସ୍ଥାରେ ନଷ୍ଟ କରିଥାଏ.

ହାରୁ ଫସଲରେ ସଲଫର ର ଆବଶ୍ୟକତାକୁ ମଧ୍ୟ ପୂରା କରିଥାଏ.

ହାରୁ ଯୋଗୁଁ ଫସଲରେ ସବୁଜତା ନିରନ୍ତର ଭାବେ ରହିଥାଏ ଏବଂ ବୃଦ୍ଧି ମଧ୍ୟ ହୋଇଥାଏ.

ହାରୁ ପାଣିରେ ତୁରନ୍ତୁ ଏବଂ ସମ୍ପୁର୍ଣ ମିଶିଯାଇଥାଏ.

ହାରୁର ଉପଯୋଗ ।


ପରିମାଣ - ସାର ସହ ବ୍ୟବହାରରେ : 500 ଗ୍ରାମ / ଏକର ପ୍ରତି, ସିଞ୍ଚନରେ (ସେ) :350 ଗ୍ରାମ / ଏକର ପ୍ରତି

ସମୟ - ରୋଗର ଲକ୍ଷଣ ଦେଖୁବା ମାତ୍ରେ ହାରୁ ର ପ୍ରୟୋଗ କରିବେ.

ସତର୍କତା - ସର୍ବୋତ୍ତମ ଫଳାଫଳ ପାଇଁ, ହାରୁର ସମ୍ପୂର୍ଣ୍ଣ ପରାମର୍ଶିତ ଡୋଜ୍ ବ୍ୟବହାର କରନ୍ତୁ.

ଆପଣ ହାରୁ ବ୍ୟବହାର କରିବାକୁ ପସନ୍ଦ କରନ୍ତି କି?

ହାରୁ ପାଇଁ ଯୋଗାଯୋଗ କରନ୍ତୁ |

ଯଦି ଆପଣ ହାରୁ ସହିତ ଜଡିତ ଅଧିକ ସୂଚନା ଚାହୁଁଛନ୍ତି, ଦୟାକରି ଆପଣଙ୍କର ଫୋନ୍ ନମ୍ବର ଏବଂ ଜିଲ୍ଲା ପ୍ରବେଶ କରନ୍ତୁ *

*Your privacy is important to us. We will never share your information

Safety Tips: Safety Tip

***The information provided on this website is for reference only. Always refer to the product label and the leaflet for full description and instructions for use.